କେନାଲ ରୁ ପାଣି ପାଇବାରୁ ବଞ୍ଚିତ ହେବେ ଶହ ଶ lହ ଚାଷୀ,ଲକ୍ଷ୍ମନ ପୁର -କରଞ୍ଜକଟା ଶାଖା କେନାଲ ରେ ଘାଇ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ). କ୍ଷୁଦ୍ର ଜଳ ସେଚନ ବିଭାଗ ର ବିଲେଇ ଘାଇ ପ୍ରକଳ୍ପ ରୁ ଆସିଥିବା ଲକ୍ଷ୍ମଣପୁର -କରଞ୍ଜ କଟା ସେଖା କେନାଲ ରେ ଘାଇ ସୃଷ୍ଟି ହେବା ନେଇ ଚିନ୍ତାରେ ଶତାଧିକ ଚାଷୀ l ବର୍ତମାନ…

S. D. M. ଢ଼ାବା -2 ଉଦଘାଟିତ

ହରଭଙ୍ଗା ୨୯ /୦୬ (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଅଞ୍ଚଳ ରେ ନୂତନ S. D. M ଢ଼ାବା -2 ଉଦଘାଟିତ ହୋଇଯାଇଛି। ପ୍ରକାଶ ଥାଉ କି ହରଭଙ୍ଗା ଅଞ୍ଚଳ ରେ କୌଣସି ସ୍ୱାଦିଷ୍ଟ ହୋଟେଲ ନ ଥିବାରୁ ବାଟୋଇ, ପର୍ଯ୍ୟଟକ…

କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଧାୟକଙ୍କ ଅଚାନକ ପରିଦର୍ଶନ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଆଜି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଅଂଚଳର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ସହ…

ଯାଜପୁରରେ ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ପାଳିତ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଆଜି ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠାନିକ ସମ୍ପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ୫୨ ତମ ଜନ୍ମଦିନ। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ…

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଅଚାନକ ପରିଦର୍ଶନ କଲେ ବିଧାୟକ

ଧର୍ମଗଡ଼ ତା ୨୮/୬/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଆଜି ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ଡାକ୍ତରଖାନା ଓପିଟି ଓ ବିଭିନ୍ନ ଓ୍ୱାଡ ମାନଙ୍କୁ ବୁଲି ଦେଖିଥିଲେ ସେ ପରିଦର୍ଶନ…

ମୁନିଗୁଡ଼ାରେ କଂଗ୍ରେସର ବିଜୟ ଉତ୍ସବ:ବିଧାୟକ ନୀଳମାଧବଙ୍କୁ ବିଜୟ ସମ୍ବର୍ଦ୍ଧନା

ମୁନିଗୁଡା : (ରମାକାନ୍ତ ପୋଡାଲ)ଗତ ସାଧାରଣ ନିର୍ବାଚନରେ ରାୟଗଡ଼ା ଜିଲ୍ଲାରେ କଂଗ୍ରେସର ବିପୁଳ ବିଜୟ ସମସ୍ତ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଦେଇଥିଲା।ଏହି କ୍ରମରେ ବିଷମକଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ନୀଳମାଧବ ହିକକା ତାଙ୍କ ନିକଟତମ ବିଜେଡି…