ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଟଙ୍କ ତୋରାଣି ଓ ମହୋତ୍ସବ କମିଟି ପକ୍ଷରୁ ଅବଢ଼ା ବଣ୍ଟନ.
ଯୋଗ ଦେଲେ ବୌଦ୍ଧ ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ରଥଯାତ୍ରା ରେ ଭକ୍ତ ଙ୍କ ଗହଳି କୁ ପରିଲିକ୍ଷିତ…