ପିପଳପଡା ରେ ଝାଡ଼ାବାନ୍ତିରେ ୫ ଆକ୍ରାନ୍ତ,ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ କିଛିଦିନ ର ବ୍ୟବଧାନ ପରେ ପୁଣି ଝାଡ଼ାବାନ୍ତି ବ୍ୟାପୁଛି।ଖୁଣ୍ଟିଆ ପଞ୍ଚାୟତ ପିପଳପଡା ଗ୍ରାମ ର ପୋଟାପଡା ରେ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡିଛି।।କିଛିଦିନ ପୂର୍ବରୁ ଏହି ପଞ୍ଚାୟତ…