ମୁନିଗୁଡା ସହରର ପାଇକ ସାହି ଓ ଡିମିରିଗୁଡ଼ାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ବିଧାନସଭାରେ ବିଧାୟକ ଙ୍କ ଦ୍ଵାରା ଉପସ୍ଥାପିତ
ମୁନିଗୁଡା;୨୪।୮(ରମାକାନ୍ତ ପୋଡାଳ ) ଦୀର୍ଘ ଏକ ମାସ ଧରି ମୁନିଗୁଡା ପାଇକ ସାହି ରେ ବ୍ୟାପିଥିବା ସ୍କ୍ରାବ ଟାଇଫୋସ,ପରିମଳ ଓ ଡ୍ରେନେଜ ସମସ୍ୟା ସହ ଉପାନ୍ତ ରଘୁବାରି ଓ ଡିମିରିଗୁଡ଼ା ରେ ଗୁରୁତର ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥା ପହଞ୍ଚାଇବା…
ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜିବବିତ୍ ହେଲା
ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗ ପୁର ସାଂସଦ ଧର୍ମଗଡ:୨୪/୮/୨୪(ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ସାଂସଦ ବଳଭଦ୍ର ମାଝୀ…
ମହାଲିକପଡା ଠାରେ ବିଜେଡିର ଜଣଜାଗରଣ ସଭା
ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଆହୁତ ଜନଜାଗରଣ ଦିବସ ପାଳନ ନିଷ୍ପତ୍ତି ଅବସରରେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଳିକପଡା କଲ୍ୟାଣ ମଣ୍ଡପ ଠାରେ ସଭାପତି ଦେବରାଜ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…
ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି
ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପୁଣି ପାତାଳୀ ଶ୍ରୀକ୍ଷେତ୍ରରୁ ତାଲା କାଟି ହୁଣ୍ଡି ଚୋରି । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡି ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତିରେ ଦିର୍ବୁତ୍ତ ମାନେ ଜଗନ୍ନାଥ…
ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା
ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ବମରାଜ ଗାଁ ରେ ପଣ୍ଡିତ ସ୍ୱର୍ଗତ ଗୁଣ ସାଗର ପଣ୍ଡା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ କୋଶଳ ଜ୍ୟୋତିର୍ବିଦ ମହାସଭାର…