ବିଲ କୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ..

ହରଭଙ୍ଗା ୪ /୯ (ଚିତ୍ତ ରଞ୍ଜନ ସିଂ )ମୃତ୍ୟୁ ଏମିତି ବି ଆସେ l କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣି ପାରନ୍ତି ନାହିଁ l କିଏ ମେଡିକାଲ ରେ ତ କିଏ ଘରେ ଜୀବନ ହରନ୍ତି l…

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କେସିଙ୍ଗା ବ୍ଲକର ତିନି ଖଣ୍ଡ ଗାଁ ରେ ପାଳିତ

କେସିଙ୍ଗା ; (ପ୍ରୀତେଶ ପଟେଲ)ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ବହାଦୁର ପଦର ପଲକା ପଡା ଗ୍ରାମବାସୀ ବେଶ ହସଖୁସି ର…

ବିଜେପି ର ଗ୍ରାମୀଣ ମଣ୍ଡଳ ସ୍ତରୀୟ ସଦସ୍ୟତା ଗ୍ରହଣ ଅଭିଯାନ

ହରଭଙ୍ଗା 3/9(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ BJP ର ସଦସ୍ୟତା ଅଭିଯାନ ଛତରଙ୍ଗ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଦସ୍ୟତା ଗ୍ରହଣ କରିବା ସହ କେନ୍ଦ୍ର ରେ ମୋଦୀ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କଳାପ ଉପରେ…

ଜିଲ୍ଲାପାଳ ଙ୍କ କେଳାକଟା ଗ୍ରାମ ଗସ୍ତ

ହରଭଙ୍ଗା 3/9(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଲାକଟା ଗ୍ରାମଗସ୍ତ ରେ ଯାଇ ସେଠାରେ ଚାଲିଥିବା ଡିଜିଟାଲ ଫସଲ ସର୍ଭେକ୍ଷଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି।ଏବଂ ସର୍ଭେକ୍ଷଣ କାର୍ଯ୍ୟ ନିରୀକ୍ଷଣ କରିବାସହିତ…

ଯୁଗ୍ମ ଅଭିଯୋଗ ଶୁଣାଣିରେ ବାରମ୍ବାର ମିଳୁଛି ପ୍ରତିଶୃତି

୫୭ନମ୍ବର ଜାତୀୟ ରାଜପଥ ର ବହୁବିଧ ସମସ୍ୟା ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମରଣଯନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ । ବିଭିନ୍ନ ସମୟରେ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ଯାଉଛି ଅନେକ ଜୀବନ । ଜାତୀୟ ରାଜପଥ ବିଭାଗ ପ୍ରତି ଜନସାଧାରଣ ଙ୍କ…

କାଶୀପୁର ଠାରେ ଡ୍ରାଇଭର ସଂଘ ପ୍ରତିଷ୍ଠା ଦିବସ ପାଳିତ

କାଶୀପୁର; ୧/୯(ଅଞ୍ଜନ କୁମାର ନାଏକ )ସାରା ଦେଶରେ ଆଜି ଡ୍ରାଇଭର ଦିବସ ପାଳିତ ହେଉଥିବାବେଳେ ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ମଧ୍ୟ ଆଜି ଅଞ୍ଚଳ ର ଶତାଧିକ ମୋଟର କର୍ମଚାରୀ ଙ୍କୁ ନେଇ ବଡ଼ ଜାଖଜଖମ ର ସହ…

ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଶୋକ

ବିଷମ କଟକ,୧।୯(ରମାକାନ୍ତ ପୋଡାଳ )ରାଜ ପୁରୋହିତ ଶ୍ରିବାସ୍ତଲୋଚନ ହୋତାଙ୍କ ପତ୍ନୀ ତଥା ଧର୍ମ ପରାୟଣ ମହିଳା ଶାନ୍ତି ଲତା ହୋତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।ଗତକାଲି ସେ ଲାଞ୍ଜିଗଡ ସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ଵାସ ତ୍ୟାଗ…