ଜାତୀୟ ଯୋଗ ଦିବସ ପାଳିତ

ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦ ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀ ମିଳିତ ଆନୁକୁଲ୍ୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ୟୁଥ୍ ହଷ୍ଟେଲ…

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ

ପୁରୀ ୨୦/୬(ମନୋଜ କୁମାର ବଳିଆରସିଂ )ଆଜି ପୁରୀ ଜିଲ୍ଲାର ୪ ସ୍ଥାନରେ ୫ଜଣ ବରପୁତ୍ର ଙ୍କ ଜନ୍ମ ସ୍ଥଳୀ କୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ରେ ସାମିଲ କରାଯାଇଛି।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ…

ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ବିଶ୍ଵ ଯୋଗ ଦିବସ

ମହାନଦୀ ଆଳତୀ ଘାଟ ରେ ମହାସମାରୋହରେ ପାଳନ  ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )- ଭାରତରେ ଯୋଗ ଲୁକ୍କାୟିତ ରହିଥିବା ବେଳେ ବର୍ତ୍ତମାନ ଯୋଗର ପ୍ରଚାର ପ୍ରସାର ବୃଦ୍ଧି ପାଉଛି l ୧୧ ତମ ବିଶ୍ଵ ଯୋଗ ଦିବସ ସରକାରୀ ଓ…

ନବୀନଙ୍କ ଆଶୁଆରୋଗ୍ୟ କାମନା କରି ସମୂହ ଦୀପଦାନ ଓ ପୂଜାର୍ଚ୍ଚନା

ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ)ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଜନମାନସର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ଭlଇକାଲ ଆର୍ଥରାଇଟ୍ସ ଅପେରସନ ନିମିତ୍ତ ଗତକାଲି ମୁମ୍ବାଇ ଯାଇଥିବାବେଳେ ଆସନ୍ତାକାଲି ମୁମ୍ବାଇସ୍ଥ କୋକିଳାବେନ ହସ୍ପିଟାଲରେ ତାଙ୍କର ଅପରେସନ ହେବ l ଏଣୁ ଆଜି ପୁରୁଣାକଟକ…

କେସିଙ୍ଗା ପରିସରରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କେସିଙ୍ଗା: ( ପ୍ରୀତେଶ ପଟେଲ) ” ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ” ମୂଳମନ୍ତ୍ରକୁ ଧ୍ୟେୟ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଏନ୍ ଏ ସି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,,ଓ ଲିଟିଲ ଏଞ୍ଜେଲ ସ୍କୁଲ ରେ…

କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କାଶୀପୁର (ଅଞ୍ଜନ କୁମାର ନାଏକ)ଯୋଗ ଦିବସ ଅବସରରେ ଆଜି ତା ୨୧/୬ ରିଖ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ବେଳେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ପ୍ରଥମଶ୍ରେଣୀ ଅଦାଲତ ପରିସରରେ ତାଲୁକ…

ପୋଖରୀ ଭିତରୁ ଘୁ ଘୁ ଗର୍ଜନ.. ଲୋକେ ଭୟଭୀତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ପୋଖରୀ ଭିତରୁ ଆସୁଛି ଘୁ ଘୁ ଗର୍ଜନ.. ଗାଁ ଲୋକେ ଭୟଭୀତ.. ଘଣ୍ଟାଏ କି ଦୁଇ ଘଣ୍ଟାଏ ନାହିଁ ରାତି ଅଧରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ଶବ୍ଦ l ହଁ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ…