ଭବାନୀପାଟଣା ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଫଳ ବଣ୍ଟନ,ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଆୟୋଜନ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ଓଡ଼ିଶାର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ଆଜି ଭବାନୀପାଟଣା ଠାରେ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି l ସକାଳୁ ପ୍ରବାଦ…

ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ

ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ଜୁନାଗଡ଼ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ଧର୍ମଗତ ନିର୍ବାଚନ ମଣ୍ଡଳୀ ଓ ଜୁନାଗଡ଼ ନିର୍ବାଚନ ଏଵଂ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ଵ୍ଳକ ର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି…

ତଳଗାଁ ଗ୍ରାମ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଲଗାଁ ଗ୍ରାମ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ କୁ ପଞ୍ଚାୟତର ସରପଞ୍ଚ ଓ ଜନସାଧାରଣ ପଞ୍ଚାୟତ…

ବୌଦ୍ଧ ଓ କଂଟାମାଳ ଗସ୍ତରେ ବିଜେପି ରାଜ୍ୟ ସଭାପତି

ମହିଳା, ଯୁବକ, କୃଷକ ଓ ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିଫଳ ବିଜେଡି ସରକାର : ମନମୋହନ ସାମଲ ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ଗଠନ ସମୟରେ ଟଙ୍କାଟିଏ ନଥିବା ବିଜୁ ଜନତା ଦଳ ଆଜି କଳା ଟଙ୍କାର ପାହାଡ ଉପରେ ବସିଛି…

ବିଜେପି ରାଜ୍ୟ ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ପ୍ରସ୍ତୁତି ବୈଠକ

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂ )ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆସନ୍ତା ଡିସେମ୍ବର 19 ତାରିଖରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟlମାଳ ବିଧାନସଭାକୁ ଦିନିକିଆ ଦଳୀୟ କାର୍ଯ୍ୟକ୍ରମରେ ଆଜି କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆଗାମୀ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ…

ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ ) ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ରାଜ୍ୟ ସରକାର ନଭେମ୍ବର ୧ ତାରିଖ କୁ ଦିନ ଧାର୍ଯ୍ୟ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଡିସେମ୍ବର ୧ ତାରିଖ ରେ ଜିଲ୍ଲା ରେ…

ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

( କନ୍ୟା ହେଲେ ଶିକ୍ଷିତା ହେବ ସେ ଜଗତ ଜିତା) ଧର୍ମଗଡ଼: ୧୫/୧୨(ହେମନ୍ତ କୁମାର ମାଝୀ)ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ଠାରେ ନୂଆ- ଓ,ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ…

ଭାରତୀୟ ଜନତା ପାର୍ଟି ଧର୍ମଗତ ଉପଖଣ୍ଡ ତରଫରୁ ଧିରଜ ସାହୁ ଓ ନଵିନ ପଟ୍ଟନାୟକ ଙ୍କ କୁଶପୁତ୍ତଳା ଦାହ

ଧର୍ମଗଡ଼ :୧୧/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ତରଫରୁ ବଲାଙ୍ଗିର ଜିଲ୍ଲାରେ ମଦମାଫିଆ ଧିରଜ ସାହୁ କୁ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀ ନଵିନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ। ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶ…

ନୂଆ ଓଡିଶାର ଶୁଭାରମ୍ଭ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡେଇ ଆଜି ଭୁବନେଶ୍ୱର ଠାରେ ନୂଆ ଓଡିଶା ( ନୂତନ, ଉନ୍ନତ, ଅଭିଳାଷ ଓଡିଶା ) ର ଶୁଭାରମ୍ଭ କରିଛନ୍ତି…

ଭାରତୀୟ ଜନତା ପାର୍ଟି ତରଫରୁ ୧୮ ବର୍ଷ ହୋଇଥିବା ଛାତ୍ରୀ ମାନଙ୍କୁ ନୂଆ ଭୋଟ ପଞ୍ଜିକରଣ

ଧର୍ମଗଡ଼ :୮/୧୨(ହେମନ୍ତ କୁମାର ମାଝୀ)ଭାରତୀୟ ଜନତା ପାର୍ଟି ପ୍ରଦେଶ ଯୁଵ ମୋର୍ଚ୍ଚା ସଭାପତି ଅଵିନାଶ ପଣ୍ଡା ଙ୍କ ଆହ୍ୱାନ କ୍ରମେ ଆଜି ଯୁବ ମୂର୍ଚ୍ଚା କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ନେତୃତ୍ୱରେ ଧର୍ମଗତ ମହିଳା…