ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ଉଦଯାପନୀ ରେ କଟକ ୨/୦ ଗୋଲ ରେ ବିଜୟୀ ହରଭଙ୍ଗା:(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବlହାଦୁର ହାଇସ୍କୁଲ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ବୁଧବାର ଦିନ…

ଯାତ୍ରୀବାହୀ ବୋଲେରୋ ଗାଡି କୁ ଭଙ୍ଗାରୁଜା ଓ ମରଣାତ୍ମକ ଆକ୍ରମଣ ସହ ଟଙ୍କା,ସୁନା ଲୁଟ ଅଭିଯୋଗ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୁତ୍ତ ମଙ୍ଗଳବାର ସନ୍ଧ୍ୟାରେ ଥୁଅମୁଳ ରାମପୁରଥାନା ଅନ୍ତର୍ଗତ ମେଲଘରା ଗ୍ରାମ ର କିଛି ମହିଳା ଓ ପୁରୁଷ ଙ୍କୁ ମରଣାତ୍ମକ ଆକ୍ରମଣ…

ମଠଖାଇ ମହୋତ୍ସବରେ ତୃତୀୟ ସଂଧ୍ୟାରେ ଘୁଡ଼ୁକା ନୃତ୍ୟ ଏବଂ ଛଉ ନୃତ୍ୟ

ବଲାଙ୍ଗିର ବ୍ୟୁରୋ: (ନରେନ୍ଦ୍ର ନେଗୀ) ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ । ଆଜି ତୃତୀୟ ସଂଧ୍ୟାରେ ପ୍ରଥମେ ବରପାଲି ଭାରତୀ ନୃତ୍ୟ କଳା ପରିଷଦର କଳାକାରମାନେ ଘୁଡ଼ୁକା ନୃତ୍ୟ ଏବଂ ନିଚୁଆପଡ଼ା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର…

ରୁଣ୍ଡିମହୁଲ ଓ ଅମ୍ବଗାଁ ପଞ୍ଚାୟତ ଠାରେ ଜୟଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ

ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ ) ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ l ଏଥିଲାଗି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଂଚଳରେ ପରିକ୍ରମା କରିବ ଜଗନ୍ନାଥରଥ l ଏହିକ୍ରମରେ ଆଜି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ…

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୭ ତାରିଖରେ…

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗୀତା

୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କଲେ ନରିନ୍ଦ୍ର ଗହିର… ଧର୍ମଗଡ଼ : (ହେମନ୍ତ କୁମାର ମାଝି )ରୁ ହେମନ୍ତ କୁମାର ମାଝିଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା…

ସୋସିଆଲ ମିଡ଼ିଆ ରେ ବ୍ରାହ୍ମଣ ଓ ସନାତନ ଧର୍ମ ଉପରେ କଟୁ ମନ୍ତବ୍ୟ ନେଇ ଥାନାରେ ଏତଲା

ଧର୍ମଗଡ଼ :ତା ୯/୧/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଥୂଆମୂଲ ରାମ ପୁର ର କୈଲାସ ଛତ୍ରିଆ ନାମକ ଜଣେ ବ୍ୟକ୍ତି ଗତକାଲି ରାତ୍ରି ରେ କୋକସରା ଖବର ବୋଲି ଏକ ହ୍ଵଆପ ଗୃପ ରେ ଵ୍ରାହ୍ମଣ ମାନଙ୍କ ଧର୍ମ ଓ…

ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ…

ଚ।ଣ୍ଡାଳ ଡ୍ୟାମ କୁ ପର୍ଯଟନ ସ୍ଥଳୀର ମାନ୍ୟତା ମିଳୁ

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ ଵା ଏମ ଆଇ ପି ଜଳାଶୟ ପ୍ରକଳ୍ପ । ସମ୍ବଲପୁର ବଲାଙ୍ଗୀର ଜାତୀୟ ରାଜପଥ ମୁଖ୍ୟ ରାସ୍ତା…

ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’

ବଲାଙ୍ଗିର:୦୯/୦୧ (ନରେନ୍ଦ୍ର ନେଗୀ)ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆଜି କୋଶଳ କଳା ମଣ୍ଡଳରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆଜି ମଂଚାସୀନ ଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ,…