ଧର୍ମଗଡ଼ ତା ୨୨/୧୧/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ କାଙ୍କେରୀ କଲୋଜ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବ୍ଳକ ଅଧ୍ୟକ୍ଷା ଵଵିତା ପାଟଯୋଶୀ ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଙ୍କିମ ମୁଣ୍ଡ , କଲୋଜ ଦୁଇଜଣ ପୂର୍ବତନ ସଂପାଦକ ଜହର ଲାଲ ଵାଗ ଏଵଂ ଦିକସନ ମଗ୍ରାଜ

ଏଵଂ କଲୋଜ ସଦସ୍ୟ ପ୍ରେମ ଲାଲ ନାଏକ କଲେଜ, ପ୍ରିନ୍ସିପାଲ ନିତ୍ୟାନନ୍ଦ ନାଥ ଶର୍ମା ଏବଂ ଅଧ୍ୟାପକ ଅଶୋକ କୁମାର ସାହୁ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା କଲୋଜ ର ପ୍ରିନ୍ସିପାଲ ଶ୍ରୀ ଶର୍ମା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କଲେଜ ର ଅଧ୍ୟାପକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ର ଖୋଳ ଶିକ୍ଷକ ବଲଦେଵ ସା ଏଵଂ ସଞ୍ଜିବ ପାଟଯୋଷୀ ସମେତ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।