ଶେଷ ହେଲା ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଂଙ୍ଗ ପଞ୍ଚାୟତ ରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନ ମୁଣ୍ଡି କାର୍ଯ୍ୟ ସମାପନ ହୋଇଯାଇଛି l ଏହି ଅବସରରେ ଗତକାଲି ୧୦୮ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା…

ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଅଡ଼େନିଗଡ ପଞ୍ଚାୟତ ଅଧିନସ୍ଥ ଗୋଛାସାହି ଠାରେ ବୌଦ୍ଧ ଜିଲ୍ଲା ପୋଲିସ ଓ ପୁରୁଣାକଟକ ପୋଲିସ ପକ୍ଷରୁ ଏକ “ଜନ ସମ୍ପର୍କ ଶିବିର “ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବୌଦ୍ଧ ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା, ତେଣୁ…

ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ ପାଇଁ ୧୦୮ ଶୁଭ କଳସ ଯାତ୍ରା

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଂଙ୍ଗ ପଞ୍ଚାୟତ ରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନ ମୁଣ୍ଡି ଆସନ୍ତା କାଲି ସମାପନ କରାଯିବ l ଏହି ଅବସରରେ ଆଜି ପ୍ରଭାତ ରୁ ୧୦୮ ଶୁଭ କଳସ ଯାତ୍ରା…

ଆମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ୬ଟି ବଗି ଲାଇନ ଚ୍ୟୁତ

ମୁନିଗୁଡା : (ରମାକାନ୍ତ ପୋଡାଲ )ବେଦାନ୍ତ ରୁ ଆସୁଥିବା ମାଳବାହି ଟ୍ରେନ ଆମ୍ବାଦଳା ଷ୍ଟେସନ ନିକଟରେ ଲାଇନ ଚ୍ୟୁତ। ୬ ବଗି ଲାଇନ ଚ୍ୟୁତ ହୋଇଛି। ତେବେ ଏହା ବେଦାନ୍ତ ଓ ଅମ୍ବାଦଳା ଲାଇନରେ ଘଟିଥିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି।…

ରାୟଗଡା ଜିଲ୍ଲା କିସ ଅନୁଷ୍ଠାନ ତରଫରୁ କିସ ଅବିଭାବକ ସମ୍ମିଳନୀ

କାଶୀପୁର : (ଅଞ୍ଜନ କୁମାର ନାଏକ)କିସ ଅନୁଷ୍ଠାନ ତରଫରୁ ରାୟଗଡା ସ୍ଥିତ କିସ ଅଭିଭାବକଙ୍କ ସମ୍ବିଳନୀ ଅନୁଷ୍ଠିତ କରାଯାଇଛି।ଏହି ସମ୍ମିଳନୀରେ କିସର ସଂଯୋଜକ ରୋନୀତ ଶବର ,କଲିଙ୍ଗ ଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁ ,କିସ ଛାତ୍ରଛାତ୍ରୀ ଅବିଭାବକ ସଭାପତି ବୁଡୁ…

କେସିଙ୍ଗାର ବିଭିନ୍ନ ସମସ୍ୟା କୁ ନେଇ ଜିଲାପାଳଙ୍କୁ ଭେଟିଲେ କେସିଙ୍ଗା ବିକାଶ ମଞ୍ଚ

( ଟୋଲ ଗେଟ, ଶୋଚନୀୟ ରାସ୍ତା, ସ୍ଥାୟୀ ରେଜିଷ୍ଟ୍ରେସନ) କେସିଙ୍ଗା: (ପ୍ରୀତେଶ ପଟେଲ)କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ନୁନ ମାଠ ଠାରେ ନୂତନ ଭାବରେ ହୋଇଥିବା ଟୋଲ ଗେଟ ରେ ସ୍ଥାନୀୟ ଲକୋ ତଥା ଜିଲ୍ଲା ର ଜାନ ବାହାନ କୁ…

ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି…

ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର

ବେଲଗୁଣ୍ଠା: ୮/୨  (ସୁଶାନ୍ତ କୁମାର ବେହେରା )ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର,କ୍ଷତ୍ରିୟବରପୁର, ଏନ୍.ପି ଶାସନ,ଗୋବରା,ନେଟେଙ୍ଗା…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଧର୍ମଗଡ଼ :୯/୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଠାରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନ ବ୍ୟାପି ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉତଯାପିତ ହୋଇଯାଇ ଅଛି l ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା,…

ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଅମଳ ଉତ୍ସଵ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଧର୍ମଗଡ଼: ୯/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ରେ ଓଡିଶା ମିଲେଟ ମିଶନ ସହାୟତା ରେ ଦି ହ୍ୟୁମାନ ଡେଭପମେଣ୍ଟ ଅନୁଷ୍ଠାନ ପକ୍ଷରୁ ମାଣ୍ଡିଆ ଅମଳ ଉତ୍ସବ ଓ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ…