ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ ; ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା: ୨୩/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର ୧୨  ଘଣ୍ଟା ୩୦  ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ…

ବିଶିଷ୍ଟ ସାହିତ୍ୟିକ,କବି,ଅଧ୍ୟାପକ ଡ଼କ୍ଟର ଗୁରୁମୁ୍ର୍ତି ନାୟକଙ୍କ ପରଲୋକ

ବେଲଗୁଣ୍ଠା -୨୩/୨(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ ଓଡିଆ, ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ…

ବେଆଇନ ବାଲି ଘାଟ ଉପରେ ଖଣିଜ ବିଭାଗ ର ଚଢ଼ାଉ ,ଗୋଟିଏ ପୋକ୍ଲିନ ମେସିନ ଓ ଗୋଟିଏ ହାଇୱା ଜବତ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତ କାଲି ସନ୍ଧ୍ୟା ରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ସ୍ଥିତ ବେଆଇନ ବାଲି ଘାଟ ଉପରେ ଅଚାନକ ଜିଲ୍ଲା ଲଘୁ ଖଣିଜ ବିଭାଗ ପକ୍ଷ ରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ରେ ଏକ…

ଏକ ମିନି ଟ୍ରକ୍ ରୁ ୧୬୦୦ ଲିଟର ବିଦେଶୀ ମଦ ଜବତ,୪ ଅଭିଯୁକ୍ତ ଅଟକ

କେସିଙ୍ଗା : (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ମିଳିଛି ।ଗତକାଲି ଏକ ୬୦୯ ଗାଡ଼ିରେ ଚାଲାଣ ହେଉଥିବା ବିଭିନ୍ନ ବ୍ରାଣ୍ଡ ର ପ୍ରାୟ ୨୦୦ ପେଟି (୧୬୦୦ ଲିଟର ) ବିଦେଶୀ ମଦ…

କୁର୍ଲୁପଡା ସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରି ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁ ପଡ଼ା ରେ ସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରି ରେ ଗୁରୁବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।କୌଣସି ପ୍ରକାର ର ଜୀବନ ହାନି…

କେସିଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ଯାଣ ସମିତି ତରଫରୁ ବୈଠକ

କେସିଙ୍ଗା : (ପ୍ରୀତୀଶ ପଟେଲ)କେସିଙ୍ଗା ର ସ୍ଵସ୍ଥା ଜନିତ ସମସ୍ୟା କୁ ନେଇ ଆଜି ସକାଳ ୧୧ ଘଟିକା ସମୟେ ବିଧାୟକ ପ୍ରତିନିଧି ଶ୍ରୀମତୀ ସରିତା ସିନ୍ଦୁରଙ୍କ ଅଧ୍ୟକ୍ଷତା ରେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କେସିଙ୍ଗା ରେ ରୋଗୀ କଲ୍ୟାଣ ସମିତି…

ମହା ସମାରୋହରେ ପାଳିତ ହେଲା ହରଭଙ୍ଗା ସାଇ ମନ୍ଦିର ରତ୍ନମୁଦ ଉତ୍ସବ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ର ନବନିର୍ମିତ ସାଇ ମନ୍ଦିର ର ରତ୍ନାମୁଦ ଉତ୍ସବ ଗୁରୁବାର ଦିନ ହରଭଙ୍ଗା ସାଇ ସଦନ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି l ରତ୍ନମୁଦ ଉତ୍ସବ ଅବସରରେ ଆଜି…

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ “ଜାତୀୟ ଶିକ୍ଷାନୀତି ୨୦୨୦” ଆଧାରିତ ପ୍ରଶିକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ଼  :(ସଞ୍ଜୟ କୁମାର ନାୟକ)ଶିକ୍ଷା,ଶିକ୍ଷାର୍ଥୀ,ଶିକ୍ଷକ, ସଂସ୍କୃତି ତଥା ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଭିନବ ଶିକ୍ଷା ପଦ୍ଧତି ପ୍ରଚଳନ କରିଛନ୍ତି । “ଜାତୀୟ ଶିକ୍ଷାନୀତି ୨୦୨୦” ନାମରେ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଉଦଘାଟିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଉଦଘାଟିତ l ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭିଡିଓ କନଫେରେସିଂ ଜରିଆରେ ନୂତନ କୋଠାର ଲୋକାର୍ପଣ ହୋଇଛି l ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ…

ଦୁର୍ଘଟଣାରେ ରାସ୍ତା ରୋକ

ସୋନପୁର : (ଅଜିତ କୁମାର ପୁଜାହାରୀ)କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗିର – ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ବହିରଖମନ୍ ଛକରେ ରାସ୍ତା ଅବରୋଧ । ସୂଚନା…