କୋଶାଗୁମୁଡ଼ାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର

ନବରଙ୍ଗପୁର ତା୨୮.୦୭ଆଜି   କୋଶାଗୁମୁଡ଼ା ପଂଚାୟତ ସମିତି ସମ୍ମିଳନୀ ଗୃହରେ  ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ  ଅତିରିକ୍ତ ଜିଲ୍ଲାପାଳ ତପନ…

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳର ସାଧାରଣ ପରିଷଦ ବୈଠକ

କନ୍ଧମାଳ :୨୭/୦୭ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସମ୍ମନିତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ଅଧକ୍ଷ୍ୟ ଶ୍ରୀ…

ନବରଙ୍ଗପୁର ମହାବିଦ୍ୟାଳୟ ରେ ନବାଗତଙ୍କ ପାଇଁ ସ୍ବାଗତ ସମାରୋହ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ବିନୋଦ ଝା ପ୍ରେକ୍ଷାଳୟ ଠାରେ ମହାବିଦ୍ୟାଳୟ କୁ ଆଜି ପ୍ରଥମ କରି ଆସିଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ତଥା ପରାମର୍ଶ ଉତ୍ସବର ଆୟୋଜନ…

ଭାରତୀୟ ମଜଦୁର ସଂଘ ର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର : ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଶାଖା ତରଫରୁ 30ତମ ପ୍ରତିଷ୍ଠା ଦିବସ ଚୈତନ ମନ୍ଦିର ସଭାଗୃହ ଠାରେ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ ଙ୍କ ସଭାପତିତ୍ବ ରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି…

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ

ନବରଙ୍ଗପୁର:୨୩/୭ ଆସନ୍ତା ଅଗଷ୍ଟ ୨ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ପୋଲିସ ପଡିଆ ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ସହ ଆକାଂକ୍ଷା ହାଟ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ…

ଘରେ କେହି ନଥିବା ବେଳେ ଲାଗିଲା ନିଆଁ

ବେଲଗୁଣ୍ଠ : (ସୁଶାନ୍ତ କୁମାର ବେହେରା )ଢୁ ଢୁ ଖରାରେ ଲାଗିଲା ନିଆଁ, ସବୁ ଜଳିପୋଡ଼ି ପାଉଁଶ ହୋଇଗଲା।ଗଞ୍ଜାମ ଜିଲ୍ଲା ତାରାସିଙ୍ଗୀ ଥାନା ଅଧୀନ ବାରୁଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା । ଘରେ କେହି ନଥିବା ବେଳେ ଘର ଭିତରେ…

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

ନବରଙ୍ଗପୁର:ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ସାହାଯ୍ୟ କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ କରକମଳରେ ନବରଙ୍ଗପୁର ଜିଲ୍ଲାର କିନ୍ନର ସଂଘରେ ଯୋଗଦାନ କରିଥିବା ଦୁଇଜଣ ନୂତନ…

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:୨୧.୦୭ଆଜି ପାପଡ଼ାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା…

ଜଳ ସମ୍ପଦ୍ଧ ବିଭାଗର ନିୟମ, ଅବସର ପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି, ଶିକ୍ଷିତ ଯୁବକ ଯୁବତୀ ଙ୍କୁ ବେକାର

ନବରଙ୍ଗପୁର,୧୯/୭୧୯୭୯ ରେ ନବରଙ୍ଗପୁର ଜିଲ୍ଲା କୁ ଅବହେଳା କରି ଗଢି ଉଠିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ,ନା ମିଳିଲା ପାଣି ନା ବିଦ୍ୟୁତ୍। ୨୦୨୨ ରେ ଇନ୍ଦ୍ରାବତୀ ରୁ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ଉଠାଇ କ୍ଷମତା ଶୂନ୍ୟ କରି ଦିଆଗଲା।…

ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ

ନବରଙ୍ଗପୁର : ୨୦/୭ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ ଗସ୍ତ ରେ ଆସି ବିଭିନ୍ନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରେ ଯୋଗ ଦେଇ ଥିଲେ।…