ଟିଟିଲାଗଡରେ ସ୍ଵତନ୍ତ ସଂକ୍ଷିପ୍ତ ସଂଶୋଧିତ ଭୋଟର-୨୦୨୪ କାର୍ଯ୍ୟକ୍ରମ
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଖଣ୍ଡର ସଦର ମହକୁମା ଡିଏଭି ମହାବିଦ୍ୟାଳୟରେ ସକାଳ ୦୭.୩୦ ସମୟରେ ଛାତ୍ରଛାତ୍ରୀ, ବୁଥସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟର ସ୍କାଉଟ, ଗାଇଡ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ, “ମୁଁ ବି ମିତା”ର ପ୍ରତିନିଧି, ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ, ଅଧ୍ୟାପକ,…