ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ,ତୃଣମୂଳ ସ୍ତରରେ ସଂଗଠିତ ହେବାକୁ ଆହ୍ବାନ

ଖପ୍ରାଖୋଲ ୨୫/୧୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ ଲାଠୋର ସ୍ଥିତ ଗୋଷ୍ଟି କେନ୍ଦ୍ର ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଟିତ ସମ୍ମିଳନୀ ବ୍ଲକ ସଭାପତି ବିଜୟ ବେହେରାଙ୍କ ସଭାପତିତ୍ୟରେ ଅନୁଷ୍ଟିତ ହୋଇଥିବା…

ବଘିଆପଡା ଓ ଟିକରପଡା ଠାରେ ବିଜେପିର କର୍ମୀ ସମ୍ମିଳନୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଆଜି ବଘିଆପଡା ଓ ଟିକରପଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି l ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବଘିଆପଡ଼ା ଠାରେ ଆୟୋଜିତ ବିଜେପି ର କର୍ମୀ ସମ୍ମିଳନୀ ରେ…

ପ୍ରତିବାଦ ରେ ୧୨ ଘଣ୍ଟିଆ ବନ୍ଦ ଡାକରା.ଦେଲା କ୍ରିୟାନୁଷ୍ଠାନ କମିଟି

ହରଭଙ୍ଗା ;   (ଚିତ୍ତ ରଞ୍ଜନ ସିଂ ) :ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ରାଜ୍ୟରେ ୩୪ଟି ନୂଆ NAC ଓ 5ଗୋଟି NAC କୁ ମୁନିସିପାଲିଟି ରେ ଉନ୍ନୀତ କରିବା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ କୁ NAC ରୁ ବାଦ…

ଅମ୍ବାଦଳା ପ୍ରେସ ୟୁନିୟନର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ପାଳିତ

ମୁନିଗୁଡା :  (ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା ଅମ୍ବାଦଳା ପ୍ରେସ ୟୁନିୟନ ପକ୍ଷରୁ ୨୦୨୪ ବାର୍ଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ଦୀପ…

କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ଓ ସାଇକେଲ ରାଲି

କାଶୀପୁର : (ଅଞ୍ଜନ କୁମାର ନାଏକ)ଗତ କିଛି ଦିନ ଧରି ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ରେ ଅନୁଷ୍ଠିତ ହୋଇ ଆସିଥିବା ବେଳେ କାଶୀପୁର ବ୍ଲକ ବନଖଣ୍ଡ ଅନ୍ତର୍ଗତ ମାଣ୍ଡିବିଶି ଓ ଗଡିବାଲି…

ବିଜେପିରେ ମିଶିଲେ ଦେବାଶିଷ ନାୟକ

ଭୁବନେଶ୍ୱର ବ୍ୟୁରୋ : (ସଞ୍ଜୟ ମହାନ୍ତି ) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ବିଜେଡି ଛାଡି ପଦ୍ମ ଧରିଲେ ଦେବାଶିଷ ନାୟକ ।  ୪  ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେଡିରୁ ଇସ୍ତଫା…

ନୂଆଦିଲ୍ଲୀ ର ହାଉଜଖାସ ଜଗନ୍ନାଥ ମନ୍ଦିରରେ ଅଗ୍ନି ଉତ୍ସବ ପାଳନ

ନୂଆଦିଲ୍ଲୀ :୨୪/୦୨(କିଶୋର ଦ୍ଵିବେଦୀ )ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଅଗ୍ନି ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି।ପବିତ୍ର ମାଘ ପୁର୍ଣିମାର ପୁଣ୍ୟତିଥିରେ ଅଗ୍ନି ଦେବତାଙ୍କ ପୂଜନ ଉଦେଶ୍ୟରେ ଆୟୋଜିତ ଏହି ମହୋତ୍ସବ ରେ ଶତାଧିକ ଓଡ଼ିଆ…

ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଏବଂ ଲକ୍ଷ୍ମୀ ବସ୍ ଉଦ୍‌ଘାଟନ

ବେଲଗୁଣ୍ଠା:  ୨୪/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍…

ଅବକାରୀ ବିଭାଗ ଦ୍ୱାରା ମହୁଲ ପୋଚ ନଷ୍ଟ ଓ ଜଣେ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଅବକାରୀ ବିଭାଗ ସ୍କ୍ୱାର୍ଡ ପାର୍ଟି ଦ୍ୱାରା ବେଆଇନ ଚୋରା ଦେଶୀ ମଦ କାରବାର ଉପରେ ଚଢ଼ାଉ l ଲକ୍ଷାଧିକ ଟଙ୍କାର ମହୁଲ ପୋଚ ନଷ୍ଟ ଓ ଜଣକୁ ଗିରଫ l ସୂଚନା ମୁତାବକ ବୌଦ୍ଧ…

ମୁକୁଳା ଡ୍ରେନ ହେଲା କାଳ,ଡ୍ରେନରେ ପଡି ଆଖିରେ ପଶିଲା ଲୁହା ରଡ଼

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଡ୍ରେନରେ ପଡ଼ି ଆଖି ଭିରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ…