Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ୨ମୃତ ।

325 0

ଅନୁଗୋଳ -(ମହେଶ ଭୋମରାଜ)ଅନୁଗୋଳ ଜ଼ୀଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କଂଜା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି । ଜନ୍ତୁ ଶିକାର ପାଇଁ 11kv ତାରରୁ ବିଦ୍ୟୁତ ତାର ଟଣା ଯାଇଥିବାବେଳେ ସେହି ତାର ସଂସ୍ପର୍ଶରେ ଆସିଥିଲେ ୨ ଯୁବକ ।ମୃତକ ୨ଜଣ ହେଲେ କଂଜା ଗାଁର ମହେଶ୍ୱର ବିଶ୍ୱାଳ ଏବଂ କବିନ୍ଦ୍ର ଗଡ଼ନାୟକ।

ଆଜି ସକାଳୁ ୨ ଜଣ ଚାଷ ଜମି ନିକଟରେ ପଡିଥିବା ଦେଖିଥିଲେ ଗ୍ରାମବାସୀ ।ଘଟଣାସ୍ଥଳରେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିବାବେଳେ ଜୀବିତ ଥିବା ଭାବି କବିନ୍ଦ୍ରଙ୍କୁ ଅନୁଗୋଳ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବନ୍ତଳା ପୋଲିସକୁ ଖବର ଦିଆଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।

Facebook Notice for EU! You need to login to view and post FB Comments!

Related Post

ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ଜିଲ୍ଲା ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଉପ ବୟନ ଶିଳ୍ପ କାର୍ଯ୍ୟାଳୟ କରାଯିବା ପ୍ରତିବାଦରେ…

ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ

Posted by - March 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…

ବେଳପଡା ଗାଁ ଗ୍ରାମ୍ୟ ପାର୍କ ବିଧାୟକ ଙ୍କ ଦ୍ଵାରା ଲୋକାର୍ପିତ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ବେଳପଡା ପଞ୍ଚାୟତ କୁ କଣ୍ଟାବାଞ୍ଜି ବିଧାୟକଗସ୍ତରେଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନକରିଥିଲେ । ଏହି ଅବସରରେ ବେଳପଡା ର ଗ୍ରାମ୍ୟ ଉଦ୍ୟାନ (ରୋୟଲ…

ବିଧାୟକଙ୍କ ଦ୍ଵାରା ସହିଦ ବିଭୁଧେନ୍ଦ୍ର ବିଶ୍ଵାଳ ମାର୍ଗ ଉନ୍ମୋଚିତ

Posted by - October 23, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ସହୀଦ ସପ୍ତାହ ଅଵସରରେ ଆଜି ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜହ୍ନ।ପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତା…

ଅନୁଗୋଳ ନୂତନ ବସଷ୍ଟାଣ୍ଡ ଉଦଘାଟିତ – ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା

Posted by - January 3, 2020 0
ଅନୁଗୋଳ:( ମହେଶ ଭୋମରାଜ) ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ସୋମବାର ଦିନ ଅନୁଗୋଳ ଠାରେ ୫.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ନୂତନ…

Leave a comment

Your email address will not be published.