Breaking News
Related Post
ମହାପ୍ରଭୁଙ୍କୁ ୪ କେଜି ୮୫୮ ଗ୍ରାମର ଅଳଙ୍କାର ଦାନ କଲେ ଭକ୍ତ,ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରାଙ୍କ ୨ଟି ତଡକି ଏବଂ ୨ଟି ଝୋବା
Facebook Notice for EU! You need to login to view and post FB Comments!
କାର୍ରୁ ୩୨ କିଲୋଗ୍ରାମ ଗଞ୍ଜେଇ ଜବତ। ଆଜି ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଟିମ୍ କଟକ ସ୍ଥିତ ଲିଙ୍କ୍ରୋଡ୍ରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି
Facebook Notice for EU! You need to login to view and post FB Comments!
ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇ ଉଠିଛି। ଦୋଳି ଓ ବାଗୁଡ଼ି ଖେଳରେ ମସ୍ଗୁଲ୍ ହୋଇ ଧୁମ୍ଧାମ୍ରେ ଚାଲିଛି ରଜ ଉତ୍ସବ
Facebook Notice for EU! You need to login to view and post FB Comments!
ବଡ ଖବର
- ଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ
- ପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର
- ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
- ଗାଁ ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ବିବାଦ
- ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ
- ମନରେଗା ଯୋଜନା ରେ ସାମିଲ ଦାଦନ
- ଏଲକେବିକେ ଓ କାସା ତରଫରୁ ମେଡିକାଲ ସାମଗ୍ରୀ ବଣ୍ଟନ
- ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ପାଇଁ ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ଉଠିଲା ଥାଳ
- ପେଟ୍ରୋଲ ଡିଜେଲ ଦର ହ୍ରାସ, ଆର୍ଥିକ ସଙ୍କଟରେ ପେଟ୍ରୋଲିଅମ ଡିଲର
- ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍, ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ