ଅାଜି କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ

1392 0

ଭୁବନେଶ୍ୱର :  ଅାଜି ହକି ବିଶ୍ୱକପ୍‌ରେ କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ମାଲେସିଅା।

ଜର୍ମାନୀ ଓ ନେଦରଲାଣ୍ଡ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ଓ ମାଲେସିଅା ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଅଛନ୍ତି।

Related Post

ସୋନପୁର ପ୍ରିମିୟର ଲିଗ ମଣ୍ଟୁ ୱାରିୟର୍ସ ଚମ୍ପିଆନ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି l ଗତକାଲି…

ସରିଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

Posted by - January 31, 2019 0
ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି।ଚାମ୍ପିଅନ୍‌…

ଦୂତୀ ଙ୍କୁ ମିଳିଲା ଅଲିମ୍ପିକ ଟିକେଟ

Posted by - June 30, 2021 0
ଭୁବନେଶ୍ୱର:ଓଡ଼ିଶା ପାଇଁ ଖୁସି ଖବର। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି ଅଲମ୍ପିକ ଟିକେଟ୍‌। ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ୱାର୍ଲଡ ରାଙ୍କିଙ୍ଗ…

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟର୍ନାମେଣ୍ଟ ଅନୁଷ୍ଠିତ

Posted by - December 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର 30,12,2022 ଆଜି ନବରଙ୍ଗପୁର ବାରିକ ସଙ୍ଘ ଆୱାକତରେ ନବରଙ୍ଗପୁର ମଣ୍ଡେଇ ପଡିଆରେ ମହେଶ ମୋମୋରିଆଲ କ୍ରିକେଟ ଟର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା ! ଏହି…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବହୁ ପ୍ରତିକ୍ଷିତ ପୁରୁଣାବସ୍ତି ତୃତୀୟ ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ରାମାପଡା ପାଖ ଖେଲ ପଡିଆରେ…

Leave a comment

Your email address will not be published.