Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ମାନବିକତାର ପରିଚୟ ଦେଲେ ସରପଞ୍ଚ

144 0

ଭୁବନେଶ୍ବର / ଯାଜପୁର :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମପଞ୍ଚାୟତ ସରପଞ୍ଚ ସାଗରିକା ତରେଇଙ୍କ ମହାନତା । ଏକ ଦୁଃଖଦ ଘଟଣାରେ ଚଣ୍ଡିତଳ ଗ୍ରାମର ଶ୍ରୀଯୁକ୍ତ ବିନୋଦ ଦଳାଇ ଓ ସର୍ବେଶ୍ଵର ଦଳାଇଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମ ବାସୀଙ୍କ ସହଯୋଗ ଓ ଅଗ୍ନି ବିଭାଗ ର ସଠିକ୍ ସମୟରେ ସହାୟତା ରେ ନିଆଁ କୁ କାବୁ କରାଯାଇଛି.। ଏଭଳି ପରିସ୍ଥିତିରେ ନିଜ ଜୀବନ କୁ ବାଜିଲଗାଈ ଲୋକଙ୍କ ସେବା ଓ ଶୁରକ୍ଷା ପାଇଁ ଆଗେଇ ଆସିଥିଲେ ସରପଞ୍ଚ ସାଗରିକା ତରେଇ ।

ସାଗରିକା ତରେଇ ଘଟଣା ସ୍ଥଳରେ ପହଞ୍ଚି ବିପନ୍ନ ଙ୍କୁ  ଖାଦ୍ୟ ଦେବା ସହିତ ସେବା ଶୁଶୁସା କରିଥିବାର ଦେଖିବାକୁ ମିଳିଥିଲା ।ସେ ବିପଦର ବନ୍ଧୁ ସାଜିଲା ଭଳି କାମ କରିଛନ୍ତି ।ତାଙ୍କର ଏହି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି l

”ମୋ ତରଫରୁ ଯଥା ସମ୍ଭବ ଆନୁସଙ୍ଗିକ ଓ ଆର୍ଥିକ ସହାୟତା କରାଇବା ପାଇଁ ମୁଁ ଚେଷ୍ଟା କରିଛି ଓ ଆଗକୁ ସମ୍ପୂର୍ଣ ସହାୟତା ପାଇଁ ଚେଷ୍ଟା କରିବି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ସରକାରୀ ସହାୟତା ପାଇଁ ସମସ୍ତଙ୍କୁ ଏ ପୋଷ୍ଟ ମାଧ୍ୟମରେ ମୁଁ ନେବଦନ କରୁଛି ବୋଲି ସେ  ତାଙ୍କର  ସାମାଜିକ ଗଣମାଧ୍ୟମ ରେ  ଜଣାଇଛନ୍ତି  ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଘଟଣା ଚଣ୍ଡିତଳ ରେ ଆଲୋଚନାର ବିଷୟ ପାଲିଟିଛି ।

Related Post

କାୟାକଳ୍ପ ପୁରସ୍କାର ବିତରଣ ସମାରୋହ,ଖୁଣ୍ଟିଗୋରା ଓ ମୁଣ୍ଡାପଡା ଚିକିତ୍ସାଳୟ ପାଇଲେ କାୟାକଳ୍ପ ପୁରସ୍କାର

Posted by - June 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ କାୟାକଳ୍ପ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଚାରିଛକ ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖରେ ତାଲା ପକାଇ ପ୍ରତିବାଦ

Posted by - July 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବଦଳି ପ୍ରତ୍ୟାହାର ନହେଲେ ଅନିର୍ଦ୍ଦିଷ୍ଟ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - July 4, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଶିବିରରେ…

ନଭେମ୍ବର ୧୦ରୁ ଇନ୍ଦ୍ରାବତୀ ରୁ ଖରିଫ ଜଳ ସେଚନ ବନ୍ଦ ରହିବ

Posted by - November 8, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ର ଖରିଫ ଜଳ ସେଚନ ସମୟ ସୀମା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଆସନ୍ତା ନଭେମ୍ବର ୧୦ତାରିଖ ରୁ ଖରିଫ…