Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଜିଲ୍ଲା ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ କାର୍ଯ୍ୟକ୍ରମ

67 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଆଜିର ଜନ ଆକ୍ରୋଶ କାର୍ଯ୍ୟ କ୍ରମରେ ସର୍ବ ଶ୍ରୀ କହ୍ନେଇ ଚରଣ ଡ।ଙ୍ଗ, ପିନାକ ରଣା ,ପଦ୍ମାଳୟା ପ୍ରଧାନ, ଶିଶିର ଘୋଷ,ଅଟଳ ପ୍ରଧାନ, ପୁଷ୍ପା ମହଲା, ଅନିଲ କୁମାର ପ୍ରଧାନ,ରମେଶ ଚନ୍ଦ୍ର ମହାନ୍ତି, ନିରଞ୍ଜନ କର୍ଣ୍ଣ ,ମାଗୁଣି ଗାଇଗୌରିଆ, ସଂଜିଟ ମଣ୍ଡଳ ,ରାକେଶ ତ୍ରିପାଠୀ, ଯଦୁ ବାଘ ଓମ୍ ପ୍ରକାଶ ମିଶ୍ର ସଂଗ୍ରାମ ବେହେରା, ରାଜୀବ ଦେହୁରୀ ପ୍ରଭୁତି ହଜାର ହଜାର ଦଳୀୟ ପଦାଧିକାରୀ ଙ୍କ ସହିତ ଜନ ସାଧାରଣ ଯୋଗଦାନ୍ କରି ଥିଲେ।

 

Related Post

୨୨ ଦିନରେ ପହଞ୍ଚିଲା ଗଣଧାରଣା। ତେଜୁଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ

Posted by - September 18, 2023 0
ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ପଞ୍ଚାୟତ ସମିତି ର ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ ସମାଜ ଧର୍ମଗଡ଼:(ହେମନ୍ତ କୁମାର…

ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ

Posted by - October 8, 2023 0
ଢେଙ୍କାନାଳ:୬।୧୦: ସଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ…

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Posted by - August 3, 2023 0
ରାୟଗଡ:(ରମାକାନ୍ତ ପୋଡାଳ )ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧକ୍ଷତlରେ ସ୍ଥାନୀୟ ଜିଲ୍ଲାପାଳଙ୍କ…

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଧନା ସଭା ଅନୁଷ୍ଟିତ

Posted by - May 22, 2023 0
ହରଭଙ୍ଗା: ୨୦/୦୫/(ଚିତ୍ତରଞ୍ଜନ ସିଂହ) )ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ (RSAP) ବୌଦ୍ଧ ଓଡିଶା ଆନୁକୂଲ୍ଯରେ ହାଭେଷ୍ଟ ବ୍ଳେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା…

କେନ୍ଦ୍ର ସମବାୟ ସମିତି କର୍ମଚାରୀ ଙ୍କ ବୈଠକ

Posted by - June 19, 2023 0
ବୌଦ୍ଧ:୧୮/୦୬(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସମବାୟ ବ୍ୟାଙ୍କ ଠାରେ ରବିବାର ଦିନ ସଭାପତି କ୍ଷୀରୋଦ ମିଶ୍ର ଙ୍କ ନେତୃତ୍ୱ ଓଡିଶା ରାଜ୍ୟ ସେଣ୍ଟ୍ରାଲ ସମବାୟ ସମିତି କର୍ମଚାରୀ…