Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

43 0

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି | ଆଜି ର ଶିଶୁ କାଲିର ଦେଶର ଭବିଷ୍ୟତ, ଶିଶୁ ହସିଲେ ସଂସାର ହସିବ, ପ୍ରତେକ ଶିଶୁ ଭଗବାନ ଙ୍କ ଅନ୍ୟ ରୂପ ଏହି ପରି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ ବିଶିଷ୍ଠ ଶିକ୍ଷାବିତ ତଥା ଶିଶୁ କବି ବ୍ରହ୍ମାନନ୍ଦ ସାମଲ, ସ୍କୁଲ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ |

ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ସାମନ୍ତରାୟ, ମନୀଷା ସିଂହା, ସାଧନା ପ୍ରଧାନ, ଚଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ଚଞ୍ଚଳା ଶର୍ମା ଓ ଅର୍ଣ୍ଣପୂର୍ଣ୍ଣା ପରି ସହଯୋଗ କରିଥିଲେ

Related Post

ପୁରୁଣାକଟକ ଛକରେ ବାଇକ କୁ ପିଟିଲା ମେକ୍ସ ବୋଲେରୋ, ସ୍ୱାମୀ ସ୍ତ୍ରୀ ସହିତ ପୁଅ ଗୁରୁତର ଆହାତ

Posted by - October 8, 2023 0
ହରଭଙ୍ଗା :୦୭ /୧୦ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲା ପୁରୁଣାକଟକ ଛକରେ ଶନିବାର ସଂନ୍ଧ୍ୟା ୪ଟାରେ ଏକ ବାଇକ କୁ ଅଜଣା ମେକ୍ସ ବୋଲେରୋ ଧକ୍‌୍‌କା ଦେଇ ଫେରାର…

ଟିଟିଲାଗଡ଼ ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀଙ୍କ ଖେମିସତି ଇଣ୍ଟର ପ୍ରାଇଯେସ ପରିଦର୍ଶନ

Posted by - March 14, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି। ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ…

ସ୍ପିକମେକେର ପ୍ରତିଷ୍ଠାତା ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡ: କିରଣ ସେଠଙ୍କ ସହିତ ସାମ୍ବାଦିକ ସମ୍ମିଳନୀ

Posted by - September 23, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ୧୯୭୭ ମସିହାରେ ସ୍ପିକମେକେ ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିଥିଲେ ପଦ୍ମଶ୍ରୀ ଡ କିରନ…

ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ

Posted by - March 21, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ସୟଦପୁର ଗ୍ରାମରେ ବାଲି ପକାଇବା ବିବାଦକୁ କେନ୍ଦ୍ରକରି ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ । ଚଳିତ…