Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ

54 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ ଅନୁପମା ମାଝୀ ଏଵଂ ଵଗାଡ ଉପ ପ୍ରାମେରୀ ବିଦ୍ୟାଳୟ ଛାତ୍ରୀ ତପସ୍ଵିନୀ ନାଏକ । ଧର୍ମଗଡ଼ ତା ୧୨/୧୧/୨୩ ରାଜ୍ୟ ସରକାର ଙ୍କ ପକ୍ଷରୁ ଆୟୋଜିତ କ୍ଳଷ୍ଟରସ୍ତରିୟ ବ୍ଳକ ସ୍ତରୀୟ ଏଵଂ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମିଲେଟ କଳା ଉତ୍ସଵ ର ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା ମହିଲା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ ଅନୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତର କୁ ମନେନିତ ହୋଇଛନ୍ତି।

ସୁଶ୍ରୀ ଅନୁପମା ମାଝୀ ପ୍ରଥମେ କଷ୍ଟର ସ୍ତରରେ ଆୟୋଜିତ ସୃଜନାତ୍ମକ ଲିଖନ ଥିଲେ। ଵ୍ଳକ ସ୍ତରୀୟ ଆୟୋଜିତ ସୃଜନାତ୍ମକ ପ୍ରତିଯୋଗୀତା ରେ ଅନୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର ହାସଲ କରି ଜିଲ୍ଲା ସ୍ତରୀୟ କୁ ମନୋନୀତ ହୋଇଥିଲେ ସେହିପରି ଜିଲ୍ଲା ସ୍ତରରେ ଆୟୋଜିତ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ଅଂଶଗ୍ରହଣ କରି ଅନୁପମ ମାଝୀ ମଧ୍ୟ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହେଇଛନ୍ତି।

ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସ୍ତରୀୟ ସୃଜନାତ୍ମକ ପ୍ରତିଯୋଗୀତା ରେ ଭାଗ ନେବାକୁ ଭୁବନେଶ୍ୱର ଆଜି ଗସ୍ତ କରିବେ ଵେଲି ଧର୍ମଗତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ସୂଚନା ଦେଇଛନ୍ତି ଏହି ସଫଳତାରେ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଅଧ୍ୟାପକ ଏଵଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ଖୁସି ଵ୍ୟକ୍ତ କରିଛନ୍ତି। ସେହିପରି ଵଗାଡ ଉପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ତପସ୍ଵିନୀ ନାଏକ M,D,M ଆର୍ଟ ରେ ପ୍ରଥମ ସ୍ଥାନ ହାସଲ କରି ଆଜି ଭୁବନେଶ୍ୱର ଗସ୍ତ କରିବେ ଵେଲି ସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ଵଜିତ ବେହେରା ସୂଚନା ଦେଇଛନ୍ତି ଏହି ସଫଳତାରେ ତାଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ଵ୍ୟକ୍ତ କରିଥିଲେ। ସେହିପରି ଵି,ଓ , ଵି,ଆର, ସି,ସି ଏଵଂ କାଶିବାହାଳ ସି, ଆର୍,ସି,ସି ରାଜେନ୍ଦ୍ର ଦୁରୀଆ ଓ ଧର୍ମଗତ ସି, ଆର୍,ସି,ସି ସୁଧନ୍ୟ ମେହେର ମଧ୍ୟ ଏହି ସଫଳତା କୁ ଖୁସି ଵ୍ୟକ୍ତ କରିଛନ୍ତି।

Related Post

”ଏଇଓଡ଼ିଶା” ର ପ୍ରଭାବ,ଖବର ପ୍ରସାରଣ ପରେ ପ୍ରଶାସନ ପହଞ୍ଚିଲା ଉପାନ୍ତ ଅଞ୍ଚଳରେ,ପ୍ରତି ଦିନ ଟେଙ୍କର ରେ ଯୋଗାଇ ଦିଆଯିବ ପାଣି

Posted by - May 27, 2023 0
ତୁରନ୍ତ ସମାଧାନ ହେବ ନନ୍ଦାଗାଡୁ ସମସ୍ୟା ,ସମସ୍ୟା ର ସମୀକ୍ଷା ପାଇଁ ଜିଲ୍ଲାପାଳ ପଠାଇଲେ ଅଧିକାରୀ ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)”ଏଇ ଓଡ଼ିଶା’ ରେ ଖବର ପ୍ରସାରଣ ର…

ଭବାନୀପାଟଣାରେ ବିଜେପିର ବ୍ଲକ ଓ ମୁନିସିପାଲିଟି ଘେରାଓ

Posted by - November 20, 2023 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ)ରାଜ୍ୟ ସରକାରଙ୍କ ଦୁର୍ନୀତିଓ ଭ୍ରଷ୍ଟାଚାର ବିରୁଦ୍ଧରେ ସୋମବାର ବିଜେପି ପକ୍ଷରୁ ଭବାନୀପାଟଣା ବ୍ଲକ ଓ ମୁନିସିପାଲଟି ଘେରାଓ କରାଯାଇଥିଲା l ଜିଲ୍ଲା ସଭାପତି ଆର୍ତତ୍ରାଣ…

ମାଗଣା ଆଇନ ସେବା ଓ ସରକାରି ସହାୟତା ବିକଳାଙ୍ଗ ମାନଙ୍କୁ ଯୋଗାଇ ଦେବା ପାଇଁ ସଚେତନତା ଶିବିର

Posted by - May 23, 2023 0
କେସିଙ୍ଗା:୨୨/୦୫ (ପ୍ରିତେଶ ପଟେଲ୍)ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଙ୍କ ନିର୍ଦ୍ଦେଶ କ୍ରମେ ତାଲୁକ ଆଇନ ସେବା ସମିତି କେସିଙ୍ଗା ଙ୍କ ତରଫରୁ ଏକ ଡୋର…