Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍ ଗିଭିଂ ଫାଉଣ୍ଡେସନ ହଲ୍ ଅଫ୍ ରେସିଡେନ୍ସର ଉଦ୍‌ଘାଟନ

4349 595

ଭୁବନେଶ୍ୱର, ଜାନୁୟାରୀ ୧୬, ୨୦୨୦ : ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍ ଗିଭିଂ ଫାଉଣ୍ଡେସନ ଓ ମିସନ୍ ଫର ଭିଜନ୍ ସହଭାଗିତାରେ ପ୍ରଥମ ୱେନ୍ ଗିଭିଂ ଫାଉଣ୍ଡେସନ ହଲ୍ ଅଫ୍ ରେସଡେନ୍ସର ଉଦ୍‌ଘାଟନ ହୋଇଛି। ୱେନ୍ ଗିଭିଂ ଫାଉଣ୍ଡେସନର ଏଭଳି ସହାୟତା ଭୁବନେଶ୍ୱର ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) କ୍ୟାମ୍ପସ ବା ମିଠୁ ତୁଳସୀ ଚାନାରାଇ (ଏମ୍‌ଟିସି) କ୍ୟାମ୍ପସଠାରେ ଲୋକମାନଙ୍କୁ ଆବାସିକ ଚକ୍ଷୁ ସେବା ସୁବିଧା ପ୍ରଦାନ କରିପାରିବ। ଏହା ଦ୍ୱାରା ଚକ୍ଷୁ ଯତ୍ନ ସେବା ସୁବିଧା ସାରା ଓଡ଼ିଶାକୁ ପ୍ରସାରିତ ହୋଇପାରିବ।

ଏହାର ଶୁଭାରମ୍ଭ ଅବସରରେ ମତ ପ୍ରଦାନ କରି ଡାକ୍ତର ସୂର୍ଯ୍ୟସ୍ନାତ ରଥ, ନିର୍ଦ୍ଦେଶକ, ଏମ୍‌ଟିସି କ୍ୟାମ୍ପସ, ଏଲ୍‌ଭିପିଇଆଇ ଭୁବନେଶ୍ୱର କହିଛନ୍ତି ଯେ, ମିସନ ଫର୍ ଭିଜନର ସହଭାଗିତାରେ ୱେନ୍ ଗିଭିଂ ଫାଉଣ୍ଡେସନର ସହାୟତା ଦ୍ୱାରା ଆମେ ସମସ୍ତ ଆଲାଏଡ୍ ଅପ୍‌ଥାଲ୍‌ମିକ୍ ପର୍ସୋନେଲ (ଏଓପି) ରୋଗୀମାନଙ୍କୁ ଏମ୍‌ଟିସି କ୍ୟାମ୍ପସ ପରିସରରେ ରଖିପାରିବୁ। ଏମ୍‌ଟିସିରେ କରାଯାଉଥିବା ସଂପ୍ରସାରଣକୁ ଦୃଷ୍ଟିରେ ରଖି ଏହା କରାଯାଇଛି ଏବଂ ଜୁଲାଇ ୨୦୨୦ରେ ଏକ ଆଧୁନିକ ଅପରେସନ ରୁମ୍ ପରିସର ଉଦ୍‌ଘାଟନ କରିବାର ଯୋଜନା ରହିଛି। ହଷ୍ଟେଲର ସଂପ୍ରସାରଣ ସହିତ ଆମେ ସମସ୍ତ ତାଲିମ୍‌ଧାରୀମାନଙ୍କୁ ନିରାପଦ ଓ ସୁରକ୍ଷିତ ପରିବେଶ ପ୍ରଦାନ କରିପାରିବୁ। ସେମାନେ କାର୍ଯ୍ୟ ସମୟ ପରେ ଲାଇବ୍ରେରୀ ଓ ସମ୍ବଳ କେନ୍ଦ୍ରର ସୁବିଧା ମଧ୍ୟ ପାଇପାରିବେ।

ଯୁବବର୍ଗ ବିଶେଷ କରି ମହିଳାମାନଙ୍କ ଜୀବନରେ ଖୁସି ଓ ସୁଖ ଆଣିବା ହେଉଛି ୱେନ୍ ଗିଭିଂର ଲକ୍ଷ୍ୟ। ଆମେ ଏଲ୍‌ଭିପିଇଆଇ ଓ ଏମ୍‌ଏଫ୍‌ଭି ସହିତ ସହଭାଗିତାରେ ଏହି ହଲ୍ ଅଫ୍ ରେସିଡେନ୍‌ସର ଶୁଭାରମ୍ଭ କରିପାରିଥିବାରୁ ଅତ୍ୟନ୍ତ ଗର୍ବିତ ମନେ କରୁଛୁ। ଆମେ ଆଶା କରୁଛୁ ଏଠାରେ ରହୁଥିବା ଲୋକମାନଙ୍କୁ ଓ ସେମାନେ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଏହା ଏକ ସୁଯୋଗ ପ୍ରଦାନ କରିପାରିବ।

ୱେନ୍ ପରିବାର ୧୯୬୦ ମସିହାରୁ ସକ୍ରିୟ ଭାବରେ ଏପରି ଦାତବ୍ୟ କାର୍ଯ୍ୟରେ ନିୟୋଜିତ। ଏହାର ଲକ୍ଷ୍ୟ ହେଉଛି ଦରିଦ୍ର ଓ ସାଧାରଣ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା। ଶ୍ରୀଯୁକ୍ତ ଚିଉ ଚି ୱେନ୍ ଓ ଶ୍ରୀମତୀ ମେଇ ୱେନ୍‌ଙ୍କ ପରାମର୍ଶ କ୍ରମେ, ଏହି ଫାଉଣ୍ଡେସନ କ୍ରମାଗତ ଭାବରେ ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନୁକମ୍ପାମୂଳକ ପ୍ରକଳ୍ପ ଜରିଆରେ ଏସିଆର ୧୦ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି। ସାଧାରଣ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ସହାୟତା କରି ଜୀବନକୁ ସରଳ କରିବା ନିମନ୍ତେ ସେମାନେ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛନ୍ତି।

ଚକ୍ଷୁ ଯତ୍ନ କ୍ଷେତ୍ରରେ ଏଓପିର ଗୁରୁତ୍ୱ ଓ ଆବଶ୍ୟକତାକୁ ସ୍ୱୀକାର କରାଯାଉଛି। ସହଳ ଚିହ୍ନଟ, ରେଫରାଲ୍ ଓ ଚିକିତ୍ସା ମାଧ୍ୟମରେ ଅନେକ ଦୃଷ୍ଟିଜନିତ ସମସ୍ୟାକୁ ସଫଳ ଭାବରେ ଚିକିତ୍ସା କରାଯାଇପାରିବ। କେବଳ ସେବା ସୁବିଧାର ଅଭାବ ନୁହେଁ ବରଂ ଆବଶ୍ୟକ ସଂଖ୍ୟକ ସେବିକାର ଅଭାବ ଥିବାରୁ ପ୍ରତିକାର ଓ ଆରୋଗ୍ୟ ସମ୍ଭାବନା ଥିବା ଅନ୍ଧତ୍ୱକୁ ଦୂର କରିବା ପାଇଁ ଗୁଣାତ୍ମକ ସେବା ସଠିକ ଭାବେ ପ୍ରଦାନ କରାଯାଇ ପାରୁନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଆବାସିକ ସୁବିଧାକୁ ପ୍ରତିଷ୍ଠା କରାଯାଇଛି ବୋଲି କହିଛନ୍ତି ଏଲିଜାବେଥ୍ କ୍ୟୁରିଆନ୍‌, ମିସନ୍ ଫର୍ ଭିଜନ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର।

ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସମ୍ବନ୍ଧରେ

ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) ହାଇଦ୍ରାବାଦଠାରେ ୧୯୮୭ରେ ଏକ ଅଣଲାଭକାରୀ, ଅଣ-ସରକାରୀ, ଜନହିତକାରୀ ଚକ୍ଷୁ ସେବା ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରାଯାଇଥିଲା। ଏଲ୍‌ଭିପିଇଆଇ ଦୁଇଟି ଟ୍ରଷ୍ଟ ଦ୍ୱାରା ପରିଚାଳିତ ଯାହା ହାଇଦ୍ରାବାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ହାଇଦ୍ରାବାଦ ଚକ୍ଷୁ ଗବେଷଣା ଫାଉଣ୍ଡେସନ। ଏହି ପ୍ରତିଷ୍ଠାନଟି ହେଉଛି ଅନ୍ଧତ୍ୱ ଦୂରୀକରଣ ଓ ଭିଜନ ୨୦୨୦ ଉଦ୍ଦେଶ୍ୟରେ ଏକ ଗ୍ଲୋବାଲ୍ ରିସୋର୍ସ କେନ୍ଦ୍ର। ଦି ରାଇଟ୍ ଟୁ ସାଇଟ୍ ଇନିସିଏଟିଭ୍‌, ଏଲ୍‌ଭିପିଇଆଇର ଦଶଟି ସକ୍ରିୟ କ୍ଷେତ୍ର ରହିଛି ଯଥା : କ୍ଲିନିକାଲ୍ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ପୁନଃଥଇଥାନ, ଗ୍ରାମୀଣ ଓ ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କ, ପକ୍ଷପୋଷଣ ଓ ନୀତିର ଯୋଜନା।

ଏଲ୍‌ଭିପିଇଆଇର ପିରାମିଡ୍ ଭିତ୍ତିକ ମଡେଲ୍ ନେଟ୍‌ୱର୍କର ଉତ୍କର୍ଷ କେନ୍ଦ୍ର ହାଇଦ୍ରାବାଦଠାରେ ରହିଛି। ଏହା ସହିତ ୩ଟି କ୍ଷେତ୍ରୀୟ କେନ୍ଦ୍ର ଯଥାକ୍ରମେ ଭୁବନେଶ୍ୱର, ବିଶାଖାପାଟ୍ଟଣା ଓ ବିଜୟୱାଡ଼ାଠାରେ ରହିଛି। ୨୦ଟି ମଧ୍ୟମସ୍ତରୀୟ ଓ ୧୮୩ଟି ପ୍ରାଥମିକ ଭିଜନ ସେଣ୍ଟର ଯାହାକି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ରାଜ୍ୟରେ ରହିଛି।

ମିସନ୍ ଫର ଭିଜନ୍ ସମ୍ବନ୍ଧରେ

ମିସନ୍ ଫର ଭିଜନ୍ (ଏମ୍‌ଏଫ୍‌ଭି) ହେଉଛି ଏକ ଅଣ-ଲାଭଦାୟକ ଅନୁଷ୍ଠାନ। ଏହାକୁ ୨୦୦୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଉଚ୍ଚମାନର ତଥା ସଠିକ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ଓ ଚିକିତ୍ସା ମାଧ୍ୟମରେ ସମାଧାନ ଯୋଗ୍ୟ ଦୃଷ୍ଟି ସମସ୍ୟାର ଚିକିତ୍ସା। ଏମ୍‌ଭିଏଫ୍ ଭାରତର ୧୭ଟି ରାଜ୍ୟରେ ୩୩ଟି ପ୍ରତିଷ୍ଠିତ ଚକ୍ଷୁ କେନ୍ଦ୍ରରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ବାର୍ଷିକ ଦେଶର ୧୦୦ରୁ ଅଧିକ ଜିଲ୍ଲାରେ ସକାରାତ୍ମକ ପ୍ରଭାବ ପଡ଼ିପାରୁଛି। ଏହା ମଧ୍ୟ ନାଇଜେରିଆ ଓ ଭୁଟାନରେ କାର୍ଯ୍ୟ କରୁଛି।

ଗତ ୧୯ ବର୍ଷ ଧରି, ଏମ୍‌ଏଫ୍‌ଭି ଅନେକ କେନ୍ଦୁ ପ୍ରତିଷ୍ଠା ଓ ସୁଦୃଢ଼ କରିବାରେ ସହାୟତା କରିଛି, ଯାହାଦ୍ୱାରା ଏହା ବିଶସ୍ତରୀୟ କେନ୍ଦ୍ରରେ ପରିଣତ ହୋଇ ପାରିଛି। ଏଠାରେ ବିସ୍ତୃତ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ପ୍ରଦାନ କରାଯାଇପାରୁଛି। ଏହା ମଧ୍ୟ ଉଚ୍ଚ ମାନର ତାଲିମ୍ ଓ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛି। ପ୍ରମୁଖ ଅନ୍ଧତ୍ୱ ସୃଷ୍ଟିକାରୀ ଅବସ୍ଥା ଯାହା ଦୁନିଆକୁ ପ୍ରଭାବିତ କରୁଛି ଯଥା ମୋତିଆବିନ୍ଦୁ, ଗ୍ଲକୋମା, ଶିଶୁ ଚକ୍ଷୁ ସ୍ୱାସ୍ଥ୍ୟ, କର୍ଣ୍ଣିଆଲ୍ ଅବସ୍ଥା, ଡାଇବେଟିକ୍ ରେଟିନୋପାଥି ଓ ଅନ୍ୟ ରେଟିନାଜନିତ ସମସ୍ୟା ଇତ୍ୟାଦିର ଉପଯୁକ୍ତ ସମାଧାନ ବ୍ୟବସ୍ଥା ପ୍ରଦାନ କରାଯାଇପାରୁଛି ।

ୱେନ୍ ଗିଭିଂ ଫାଉଣ୍ଡେସନ ସମ୍ବନ୍ଧରେ

ୱେନ୍ ପରିବାର ପୁଆନ୍ ଶ୍ରୀ ୱେନ୍‌ଙ୍କ ସମୟରୁ ଅର୍ଥାତ ୧୯୬୦ ମସିହାରୁ ଉଦାରତା ତଥା ପରୋପକାରମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛି । ଆଜି ୱେନ୍ ଗିଭିଂ, ଶ୍ରୀ ଚିଉ ଚି ୱେନ୍ ଓ ଶ୍ରୀମତୀ ମେଇ ୱେନ୍‌ଙ୍କ ପରାମର୍ଶରେ ପରିଚାଳିତ । ଏହା ଏସିଆର ୧୦ରୁ ଅଧିକ ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନେକ ମାନବିକତାମୂଳକ ପ୍ରକଳ୍ପରେ କାର୍ଯ୍ୟ କରୁଛି। ସମାଜର ଦରିଦ୍ର ଓ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ହେଉଛି ୱେନ୍ ଗିଭିଂର ଲକ୍ଷ୍ୟ। ଏହା ବିଭିନ୍ନ ଗୋଷ୍ଠୀର ଦୀର୍ଘକାଳୀନ ବିକାଶ ସହିତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାରେ ସହାୟତା କରିଥାଏ। ଏହାର ପ୍ରତିଟି ପ୍ରକଳ୍ପ ନୈତିକ, ସ୍ୱଚ୍ଛ ଓ ଦାୟୀତ୍ୱସମ୍ପନ୍ନ ଟିମ୍ ଦ୍ୱାରା ପରିଚାଳିତ ହୋଇଥାଏ।

Facebook Notice for EU! You need to login to view and post FB Comments!

Related Post

ବିଂଝାରପୁର ମେଡିକାଲ CHC କଲୋନୀ ଅଞ୍ଚଳ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

Posted by - July 19, 2020 741
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରାଜ୍ୟ ସରକାର ଗତକାଲି ରାତିରୁ ଯାଜପୁର ଜିଲ୍ଲା ଲକଡାଉନ…

ସ୍ୱେଛ୍ଛାକୃତ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Posted by - December 1, 2021 0
ବରଗଡ଼/ଅତାବିରା:ଆସନ୍ତା ଡିସେମ୍ବର ୩୧ ସହିଦ୍ ଦିବସ ଅବସର ରେ ରାଜ୍ ମିଡ଼ିଆ ପରିବାର ପକ୍ଷରୁ ହେବାକୁ ଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଓଡ଼ିଶା ର ତଥା…

ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍

Posted by - November 28, 2019 902
ଭୁବନେଶ୍ୱର : ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍ ‘ମାଇ ସାଇକ୍ଳୋଥନ୍‘ର ଟି ସାର୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏଲ୍‌ଭିପିଆଇ ପକ୍ଷରୁ ଏହି ଦୃଷ୍ଟିଶକ୍ତି ସଚେତନତା ମିଶନକୁ ଆଗକୁ…

ଯାଜପୁର ଓ ଗଞ୍ଜାମ ଫେରନ୍ତା ଙ୍କୁ ଅନୁଗୋଳ ମନା । ଅାସିଲେ କ୍ୱାରେଣ୍ଟାଇନରେ ରହିବେ

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭ ଚିହ୍ନଟ ସଂଖ୍ୟା l ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାବ୍ୟକ୍ତ କରିଛନ୍ତି l ସୂଚନା…

କରୋନାରେ ଆକ୍ରାନ୍ତ ହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

Posted by - September 25, 2020 0
ଭୁବନେଶ୍ୱର:କରୋନାରେ ଆକ୍ରାନ୍ତ ହେଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍…

There are 595 comments

  1. I bought some items for the advantage of a Christmas reliability, they were so splendidly received that I bought some benefit of my pharmduck to authorization consumption after some upcoming surgery. I also bought another duffle seeking a be sooner than gift.

  2. On the other side of the years, the shaft at azithromycintok sooner a be wearing gone out of their avenue to help in any behaviour pattern that they can. They also give every indication to get “just now what I necessity” whenever I become there. I would highly commend them to anyone looking in favour of a inordinate druggist’s! And no, I am not mutual to any of them.

  3. It was excellent to find out Dr Cheng’s name and substitute for albuterol sulfate inhaler speak in your latest spring of Pet Connection. Our puppy, Charlie was sold to us with a middle cough. Two unlike vets treated him with antibiotics and charged me greater than $300.00 in the future Charlie kept coughing singularly unsuccessfully in the anciently mornings. Definitely the breeder figured abroad our braggart’s diagnosis and sent me to Cheng.
    You said that terrifically.

  4. I enjoy the excessive mending that levothyroxine 100 mcg provides since my patients. They go the further mile to refrain from patients afford their medications, and they also provide the matchless help of delivery. Once, they delivered a medication to a patient of depositary on a weekend that lived 40 miles away.
    Many thanks. Lots of posts!

  5. Collecting recipe for the purpose inhaler. “Yes, righteous got it (Thursday)! Determination be make on Monday, or if urgent Saturday”. Why? Procure you not got one? If not I disposition fit somewhere else. “Hang around, I’ll check.” Yes it will be ready in 5 minutes ! Basically happy to fob customers rancid if they can’t be bothered to do their area at stromectolice.com.
    Seriously lots of helpful facts.

  6. Tanner, my favourable lab, was getting older and starting to fall UP the stairs. stromectol prescribing information ivermec tablets shaft introduced me to VetForm CT Vouch for, and Tanner was momentarily happily growing up and down stairs with no problems!
    Cheers. Excellent information.

  7. Новинки фільми, серіали, мультфільми 2021 року,
    які вже вийшли Ви можете дивитися
    українською на нашому сайті
    link

  8. I had the most professional, knowledgable, and demonstrative, requirement ready from my finasteride5.com pharmaceutical chemist with a genuinely upset manner. Good opinion, reassurance and direction. I was truly amazed to be called (as they had promised) but despite though I was unwell I was progressive belief more confident as to how things would progress. A eager climate too. It was a fair I adventure during worrying fitness issues. You actually revealed that perfectly.

  9. Новинки фільми, серіали, мультфільми 2021 року,
    які вже вийшли Ви можете дивитися
    українською на нашому сайті Link

  10. Our observation with female viagra substitute in india has been fabulous. During look at time and through their enlightening in-services and medication also waggon and nurse audits, Winyah assists us in a prompt method and with a special touch. They are each even-handed a phone call away. I would very guide Winyah quest of any and all of your apothecary needs.

  11. True-love these products Jamieson, Purica, Quantum Hydrox, Flora, Weleda], young man your amass and most importantly passion all of your caduceus kamagra oral jelly usa Lyle and all the shillelagh take given me servants’ my excellence of life. Your caring and compassion in the service of your customers health and wellbeing goes over and beyond anything I be enduring experienced. I attended a seminar at hand “hormone replacement” and walked away with knowledge and guidance to relief me risk my life undeveloped on ferret out not lawful with menopause but with my blanket health. I am so appreciative to have in the offing Cloverdale Pharmasave in my neighbourhood. You reported that very well!

  12. I all things considered distend my drug at Walgreens but they were free of the medication I needed, so I tried ivermectin tablets dosage. They had my medication, were acutely petulant, fraternal, kudos and much easier to administer with than Walgreens. My prescription was filled in less than 10 minutes, where Walgreens takes at the totally least 1.5 hours. I was so impressed during the scheme they treated me that they will fall heir to my enterprise from now on, no more Walgreens! You actually mentioned it superbly.

  13. Hello! I could have sworn I’ve been to this site before but after checking through some of the post I realized it’s
    new to me. Nonetheless, I’m definitely glad I found it and I’ll
    be bookmarking and checking back frequently!

  14. Hmm it appears like your site ate my first comment (it was super long) so I guess I’ll just sum it up what I submitted and say,
    I’m thoroughly enjoying your blog. I as well am an aspiring blog writer but I’m still new to the whole thing.

    Do you have any suggestions for rookie blog writers? I’d genuinely appreciate it.

  15. After I made the wheel/tire grouping, a patron mending rep informed me that there was a maybe that the wheels I ordered would not lustrous the calipers and gave me other options for wheels that resolution fit my vehicle. I received the brand-new wheels and tires in a punctual approach and installed them on the car. They look giant! Through you for your advise canadian pharmacy online! Helpful data. Thanks.

  16. Its like you read my thoughts! You appear to understand a lot approximately this, like you wrote the e-book
    in it or something. I think that you simply could do with some percent to force the message home a little bit, but instead of that, this is great
    blog. A fantastic read. I’ll definitely be back.

  17. I must thank you for the efforts you’ve put in writing this site.
    I am hoping to view the same high-grade blog posts by you in the
    future as well. In truth, your creative writing abilities has
    inspired me to get my very own website now 😉

  18. Wonderful blog! Do you have any hints for aspiring writers?
    I’m hoping to start my own site soon but I’m
    a little lost on everything. Would you recommend starting with a free platform like WordPress
    or go for a paid option? There are so many choices
    out there that I’m completely confused .. Any recommendations?
    Many thanks!

  19. Now {let|allow}’s take {a closer|a better|a more detailed} {look at|take a look #file_linksC:\1\3.txt”,1,S] at|check out|consider} the club {so that|to ensure that|to make sure that} you can {decide|choose|make a decision|determine} {whether or not|whether} to {register|sign up}. In order to {receive|get|obtain} {any of|any one of} the existing {bonuses|rewards|perks|benefits|bonus offers|incentives}, you {will|will certainly} {first|initially} {need|require} to {register|sign up}. 1. Register on the {official|main} {website|site|web site|internet site}. {One of|Among} the loudest {and|as well as|and also} most {successful|effective} {projects|jobs|tasks} is {precisely|exactly|specifically} 1WIN. On the {official|main} {site|website}, you can {bet|wager} {live|online|real-time} or on upcoming {events|occasions}. Utilize {email|e-mail}, {mobile phone|smart phone|cellphone}, or live {chat|conversation} on the {official|main} {site|website}. Bright {design|style|layout}, {convenient|practical|hassle-free} {desktop|desktop computer} {and|as well as|and also} mobile. {By the {way|method|means}|Incidentally}, {most|many|a lot of|the majority of} {bookmakers|bookies} {usually|typically|normally|generally} do not {associate|connect|link} the {number of|variety of} markets with the {status|condition|standing} of the football {league|organization}. There are {popular|prominent|preferred} {sports|sporting activities} such as football {and|as well as|and also} cricket. The {bookmaker|bookie} has 150 markets for football {matches|suits}. Also, 1WIN {should|ought to|must|needs to} have {removed|eliminated|gotten rid of} some {games|video games} from the {site|website}, {but|however|yet} they are not {ready|prepared|all set} to do this, {because|since|due to the fact that} {removing|eliminating|getting rid of} {{most|many} of|the majority of|a lot of} the {games|video games} is {unprofitable|unlucrative} for the {bookmaker|bookie} {and|as well as|and also} {unpleasant|undesirable} for the {players|gamers}. The {bookmaker|bookie} 1WIN {offers|provides|uses|supplies} {new|brand-new} {customers|clients|consumers} {a bonus|a reward|a perk|a benefit|a bonus offer|an incentive} of 500% on their {first|very first|initial} {deposit|down payment}. {However, all {organizations|companies} {usually|typically|normally|generally} #file_linksC:\1\6.txt”,1,S] {Increase|enhance|boost|raise} the #file_linksC:\1\3.txt”,1,S] {number of|variety of} {promotional|marketing|advertising} {offers|deals} {and|as well as|and also} do not {{think|believe|assume} {about|regarding|concerning}|consider|think of} #file_linksC:\1\6.txt”,1,S] {Increasing|enhancing|boosting|raising} the {amount|quantity} of {winnings|payouts|earnings|profits|jackpots}.

  20. The fastest means to bet this benefit is to wager on wild cards with 5 or even more events. Paris 1 Wine bet, 20Offers 1xBet more than sporting activities betting deals. BC 1 winnings of wagers on white wine bet, can be used to withdraw funds at your discernment for the complying with wager or a map or profile. Download the application, take pleasure in the wagers and make cash with the 1xBet mobile app. In instance of a positive end result – throughout the winning of the transaction, the player receives an additional 5% of the bet amount from bonus funds.

  21. I’m not sure where you’re getting your info, but great topic.
    I needs to spend some time learning much more or understanding
    more. Thanks for magnificent information I was looking for this info for my mission.

  22. I loved as much as you’ll receive carried out right here.
    The sketch is attractive, your authored subject matter stylish.
    nonetheless, you command get bought an shakiness over that you wish be delivering the following.
    unwell unquestionably come more formerly again as exactly the same
    nearly a lot often inside case you shield this hike.

  23. I’m not sure exactly why but this site is loading very slow for me.
    Is anyone else having this problem or is it a
    issue on my end? I’ll check back later and see if the problem still exists.

  24. Its like you read my mind! You appear to know
    so much about this, like you wrote the book in it or something.
    I think that you could do with a few pics to drive the message home a little bit, but other than that,
    this is fantastic blog. A great read. I will certainly be back.

  25. Oh my goodness! Impressive article dude! Many thanks, However I am experiencing problems with your RSS.
    I don’t know the reason why I am unable to subscribe to it.

    Is there anybody having the same RSS problems? Anyone that knows the
    answer will you kindly respond? Thanks!!

  26. I simply could not leave your web site before suggesting that I extremely loved the usual information a person supply for your visitors?

    Is gonna be again continuously to inspect new posts

  27. When someone writes an article he/she retains the image of a user in his/her mind that how a user can know it.
    Therefore that’s why this article is amazing. Thanks!

  28. I would like to compliments the vastly tactful and welcoming band from stromectol.today who without any be uncertain provided a 5* service. A convivial team, they were dressed smartly and the dispensary was bathe a exhaust and tidy .Above I rise the very proper air conditioning!! Cheers. Lots of postings.

  29. That is a good tip especially to those fresh to the blogosphere.
    Simple but very precise information… Appreciate your sharing this one.
    A must read post!

  30. I love your blog.. very nice colors & theme.
    Did you create this website yourself or did you hire someone to do it for you?
    Plz respond as I’m looking to design my own blog and would like to find out where u got this from.
    thank you

  31. Pingback: mazhor4sezon

  32. I was recommended this web site by my cousin.
    I’m not sure whether this post is written by him as nobody else
    know such detailed about my difficulty. You are incredible!
    Thanks!

  33. I was suggested this blog by my cousin. I am not sure whether this post is written by him
    as no one else know such detailed about my problem. You
    are incredible! Thanks!

  34. I do believe all the ideas you have offered on your post.
    They’re very convincing and will definitely work. Still, the
    posts are too short for newbies. May just you please lengthen them a little from
    next time? Thank you for the post.

  35. What i do not understood is if truth be told how you’re now not actually a
    lot more well-liked than you might be right now.
    You are so intelligent. You understand therefore significantly with regards to this
    topic, made me individually consider it from numerous varied angles.
    Its like women and men are not interested until
    it’s one thing to accomplish with Woman gaga!
    Your personal stuffs outstanding. Always deal with it up!

  36. Hello, i feel that i saw you visited my blog thus i got here to go back the desire?.I’m attempting to find things to improve my website!I assume
    its good enough to use a few of your concepts!!

  37. I am not sure where you are getting your info, but good topic.

    I needs to spend some time learning more or understanding more.
    Thanks for magnificent information I was looking for this information for my mission.

  38. Good post. I learn something new and challenging on websites I stumbleupon on a daily basis. It will always be helpful to read articles from other authors and practice a little something from other sites.

  39. You made some decent points there. I checked on the net for more information about the issue and found most people will go along with your views on this web site.

  40. Oh my goodness! Awesome article dude! Thank you so much, However I am encountering issues with your RSS. I don’t understand the reason why I can’t join it. Is there anybody having the same RSS problems? Anyone that knows the solution will you kindly respond? Thanx.

  41. I’m extremely pleased to discover this page. I need to to thank you for your time due to this fantastic read!! I definitely appreciated every little bit of it and I have you book marked to look at new stuff in your web site.

  42. What i do not realize is if truth be told how you are now not really a lot
    more smartly-appreciated than you may be right now.

    You’re so intelligent. You understand therefore significantly in the case of this matter, produced me in my view believe it
    from numerous varied angles. Its like men and women are not
    interested except it’s one thing to accomplish with Lady gaga!
    Your own stuffs excellent. Always care for it up!

  43. Your style is unique compared to other people I have read stuff from. Thank you for posting when you have the opportunity, Guess I’ll just bookmark this site.

  44. When I originally left a comment I seem to have clicked the -Notify me when new comments are added- checkbox and now every time a comment is added I receive four emails with the exact same comment. Is there a way you can remove me from that service? Cheers.

  45. When I originally left a comment I seem to have clicked on the -Notify me when new comments are added- checkbox and now every time a comment is added I receive 4 emails with the same comment. Perhaps there is a means you can remove me from that service? Thanks.

Leave a comment

Your email address will not be published.