ସମୟ ପୂର୍ବରୁ କେଶ ଧଳା ହୋଇଯିବା ଦେଇଥାଏ ଏହି ୮ଟି ରୋଗର ସଙ୍କେତ

1449 2

ଧଳା କେଶ ବୃଦ୍ଧାବସ୍ଥାର ସଙ୍କେତ ବୋଲି ଧରା ଯାଇଥାଏ । କିନ୍ତୁ ଆଜିକାଲି ବଢ଼ୁଥିବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ କେଶ ବୟସ ହେବା ପୂର୍ବରୁ ହିଁ ଧଳା ହୋଇଯାଉଛି । ତେବେ ସମୟ ପୂର୍ବରୁ କେଶ ଧଳା ହେବାର ଅନେକ କାରଣ ରହିଥିବା ବେଳେ ସେଥି ମଧ୍ୟରେ ରହିଛି, ଅବସାଦ, ଭୁଲ ସମୟରେ ଓ ଭୁଲ ଖାଦ୍ୟ ଖାଇବା ଇତ୍ୟାଦି । କିନ୍ତୁ କିଛି ଏମିତି ଶାରୀରିକ ସମସ୍ୟା ରହିଛି, ଯାହାଦ୍ୱାରା ମଧ୍ୟ କେଶ ଧଳା ହେବାକୁ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ସମୟ ପୂର୍ବରୁ କେଶ ଧଳା ପଡ଼ିବା କେଉଁ ରୋଗର ଲକ୍ଷଣ ହୋଇଥାଏ ।

୧. ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି କମ ବୟସରୁ କେଶ ଧଳା ହୋଇଯିବା ହୃଦ୍‌ରୋଗ ଆଡ଼କୁ ଇଶାରା ଦେଇଥାଏ । ଯଦି ଆପଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି, ତେବେ ତୁରନ୍ତ ନିଜର ପରୀକ୍ଷା କରାଇ ନିଅନ୍ତୁ ।

୨. ଥାଇରଏଡ୍‌ ସମସ୍ୟା ଥିଲେ ମଧ୍ୟ କେଶର ରଙ୍ଗ ଧଳା ହେବାକୁ ଲାଗିଥାଏ । ଯଦି ଆପଣଙ୍କ କେଶର ରଙ୍ଗ ଧଳା ହେବା ସହ ପେଟ ବିନ୍ଧା, ଓଜନ କମିବା ବା ବଢ଼ିବା ଏବଂ ଥକାପଣ ଭଳି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

୩.ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ହୋଇ ଯାଉଛି ତେବେ ଏହା ଆନେମିଆର ସଙ୍କେତ ହୋଇପାରେ । ଶରୀରରେ ରକ୍ତର ପରିମାଣ କମ ହେବାରୁ ଅଧିକାଂଶ ସ୍ଥାନରେ ଅମ୍ଲଜାନ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା କେଶ ଧଳା ହୋଇ ଯାଇଥାଏ ।

Related Post

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - April 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁଇଁପୁର ପଂଚାୟତର କତରାପୁର ପ୍ରାଇମେରୀ ସ୍କୁଲ ପରିସର ରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ…

ରୋଟାରୀ କ୍ଳବ ତରଫରୁ ରକ୍ତଦାନ ଶିବିର

Posted by - July 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଜନସେବା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ରୋଟାରୀ କ୍ଳବ ତରଫରୁ ଆଜି ଥିଲା ରୋଟାରୀ କ୍ୟାଲେଣ୍ଡର ର ପ୍ରଥମ କାର୍ଯ୍ୟ ଦିବସର ଦିନ…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ

Posted by - July 13, 2021 0
(ସ୍ନେହାଂଶୁ ଶେଖର ମହାନ୍ତି) ହ୍ୟୁଷ୍ଟନ:ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି । ଏହି…

ମା ବିରଜା ଙ୍କ ରଥ ଟଣା ଆରମ୍ଭ

Posted by - September 29, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ…

Leave a comment

Your email address will not be published.