Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ମୃତକଙ୍କ ପରିବାର କୁ ସମବେଦନା ଜଣାଇଲେ କୁମାରୀ ପିଡିକା ଓ ସାଥି

233 0

କାଶୀପୁର:୬/୧୧(ଅଞ୍ଜନ କୁମାର ନାଏକ)କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗ୍ରାମ ର ଜାନୀ କୁଡ଼ି ଠାରେ ମାଟି ତଳୁ ଜଣେ ଯୁବକଙ୍କ ଶବ କୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ଘଟଣାର ଶୋକ ପ୍ରକାଶ ଓ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବାକୁ ପୂର୍ବତନ ଟିକିରି ସରପଞ୍ଚ କୁମାରୀ ପିଡିକା ନେତୃତ୍ବରେ ଏସ ଡି ସି ସଭ୍ୟ ପାଟ ମାଝି , ଲାଛି ମାଝି , ସମିତି ସଭ୍ୟ କଣ୍ଠେଶ୍ୱର ମାଝି, ପ୍ରେମ ମାଝି , ସିଂଙ୍ଗି ମାଝି ଓ ଅନ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରକାଶ ଥାଉକି ଅକ୍ଟୋବର ୨୨ ତାରିଖ ଠାରୁ ଟିକିରି ଥାନା ଅନ୍ତର୍ଗତ ମତପୁଟ ଖୁରି ଗ୍ରାମର ଜଣ ଯୁବକ ବିଶ୍ୱେଶ୍ୱର ମାଝି ନିଖୋଜ ଥିବା ନେଇ ପରିବାର ପକ୍ଷରୁ କାଶୀପୁର ଥାନା ରେ ଏକ ଅଭିଯୋଗ ହେଇଯାଇଥିଲା ।ଅନେକ ଖୋଜ ଖବର ପରେ ବାର୍ହା ଶିକାର ରେ ବିଛାଯାଜଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ବିଶ୍ୱେଶ୍ୱର ଙ୍କର ମୃତ୍ୟୁ ହେଇଯାଇଥିବା ପୁଣି ପ୍ରମାଣ ନଷ୍ଟ କରିବାକୁ ମାଟି ତଳେ ମୃତ ଦେହ କୁ ପୋତି ଦେଇଥିବା ନେଇ ଘଟଣା ରେ ଜଡିତ ଥିବା ଦୁଇ ଜଣ ପୋଲିସ ସମ୍ମୁଖରେ ଦୋଷ ସ୍ପିକାର କରିଥିଲେ ।

ପରବର୍ତ୍ତୀ ସମୟ ଅର୍ଥାତ ଚଳିତ ମାସ ୩ ତାରିଖରେ ରେ ତାଙ୍କ ଶବ କୁ ପୋଲିସ ମାଟି ତଳୁ ଜବତ କରିଥିଲା। ଖବର ପ୍ରକାଶ ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିଲା । କାଲିର କାର୍ଯ୍ୟକ୍ରମ ରେ ଉକ୍ତ ଟିମ ଶକାଳୁଳ ପରିବାର କୁ ଆଇନ ପ୍ରକାରେ ସରକାରୀ ସହାୟତା ସହ କିଛି ଆର୍ଥକ ଓ ରାସନ ସାମଗ୍ରୀ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

 

Related Post

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

Posted by - November 20, 2023 0
ଭବାନୀପାଟଣା:( ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ…

ହରିଶଙ୍କର ମନ୍ଦିର ର ବିଭିନ୍ନ ଟିକସ ଆଦାୟ ଦାୟିତ୍ଵ ନେଲେ ମହିଳା

Posted by - April 14, 2023 0
ଖପ୍ରାଖୋଲ: ୧୪/୪(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ର ବିଭିନ୍ନ ଟିକସ ଆଦାୟ…

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରିଙ୍କୁ ପ୍ରେସକ୍ଲବ, ପଂଚାୟତ ସମିତି ଏବଂ ସରପଞ୍ଚ, ସମିତିସଭ୍ୟଙ୍କ ତରଫରୁ ସ୍ୱାଗତ

Posted by - October 7, 2023 0
ବେଲଗୁଣ୍ଠା:୦୬ /୧୦ (ସୁଶାନ୍ତ କୁମାର ବେହେରା )ଗତକାଲି ଅର୍ଥାତ୍ ଗୁରୁବାର ଦିନ ବେଲଗୁଣ୍ଠା ବ୍ଳକ୍ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଭାରତୀ ଦେବୀ ଯୋଗଦେବା…

ଟିଟିଲାଗଡ଼ ଥାନା ସମ୍ମିଳନୀ କକ୍ଷରେ ଆମ ପୋଲିସ ସମିତି ପକ୍ଷରୁ ସହରର ତଥା ଗ୍ରାମାଞ୍ଚଳର ଲୋକଙ୍କୁ ନେଇ ବୈଠକ

Posted by - July 10, 2023 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଦିନକୁ ଦିନ ପୋଲିସ ବିଭାଗ ଉପରେ ଲୋକଙ୍କ ବିଶ୍ଵାସଭାଜନ ହୋଇପାରିବ ସେଥିପାଇଁ ଫ।ଇବ ଟି ଅନ୍ତର୍ଗତ ଲୋକଙ୍କୁ ଯଥା ଶୀଘ୍ର ତାଙ୍କ ଅଭିଯୋଗକୁ…

ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

Posted by - September 14, 2023 0
ଧର୍ମଗଡ଼: ତା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି…