Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ତୀରଚାନ୍ଦ କ୍ଷେତ୍ର ରେ ବୌଦ୍ଧର କୃତିତ୍ୱ

29 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ହାଇଦ୍ରାବାଦ ଠାରେଆୟୋଜିତ ୫୨  ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩/୨୪ ରେ ତୀରଚାନ୍ଦ ଖେଳ ରେ (ବାଳକ ବିଭାଗ ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ ର ଛାତ୍ର ସୁରଜ୍ କୁମାର ମେହେର ଚାଳିଶ ମିଟର ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ପୁନେ ଠାରେ ଆୟୋଜିତ ତୀରଚାନ୍ଦ (ବାଳିକା ବିଭାଗ) ରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ କୃଷ୍ଣମୟୀ ମହାକୁଡ଼ ୩୦  ମିଟର ରେ ସ୍ଵର୍ଣ୍ଣ ଓ ୫୦  ମିଟର ରେ ରୌପ୍ୟ ପଦକ ହାସଲ କରିଛନ୍ତି।

ବୁଟୁପାଲି ସ୍ଥିତ ସରିତା ମେହେର ଓ ସି ଆର୍ ସି ସି ନିରଞ୍ଜନ ମେହେର ଙ୍କ ସୁପୁତ୍ର ହେଉଛନ୍ତି ସୁରଜ୍ ମେହେର ହୋଇଥିବା ବେଳେ ରେଭ୍ନ୍ୟୁ କଲୋନୀ ସ୍ଥିତ କଳ୍ପନା ମହାକୁଡ଼ ଓ ଅଖୟ ମହାକୁଡ଼ ଙ୍କ ସୁକନ୍ୟା ହେଉଛନ୍ତି ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ଼। ଉଭୟ ଖେଳାଳୀ ଖେଳ ଶିକ୍ଷକ ସୁଧନ୍ୟ ପ୍ରଧାନ ଙ୍କ ଅଧୀନ ରେ ତୀରଚାନ୍ଦ ପ୍ରଶିକ୍ଷଣ ଜାରି ରଖିଥିଲେ। ସେମାନଙ୍କ ଏହି କୃତିତ୍ୱ ରେ ବୌଦ୍ଧ ଜିଲ୍ଲା ତୀରଚାନ୍ଦ ସଂଘ, ବୁଟୁପାଲି ସ୍ଥିତ ଗଙ୍ଗାଧର ସ୍ୱେଚ୍ଛାସେବୀ ସମିତି, ଜିଲ୍ଲା ଆଥେଲେଟିକ ସଂଘ, କ୍ରୀଡ଼ା ପ୍ରେମୀ ତଥା ବୌଦ୍ଧ ବାସୀ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଯାଇଛି।

Related Post

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ଖପ୍ରାଖୋଲ ରୁ ପାଞ୍ଚ ଛାତ୍ରୀ ମନୋନୀତ

Posted by - January 14, 2023 0
ଖପ୍ରାଖୋଲ: ୧୩/୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଖେଳ ପଡିଆ ଠାରେ ଶୁକ୍ରବାର…

ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟନୀ ମ୍ୟାଚରେ ଡଙ୍ଗରି ଗୁଡା ବିଜୟୀ

Posted by - September 1, 2023 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଖେଳ ପଡିଆ ଠାରେ ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇ ଯାଇଛି । ମାଁ ଭଣ୍ଡାର…

ସେଣ୍ଟ ଜାଭିୟର୍ସ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Posted by - January 22, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ବ୍ଲକ ପଡା ଠାରେ ଥିବା ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ…

ଉଦଯାପିତ ହେଲା ସର୍ବଭାରତୀୟ ଅଶୋକ ଦାସ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, କଟକ ରାଇଜିଂ ଷ୍ଟୁଡ଼େଣ୍ଟ ଚାମ୍ପିୟନ୍‌

Posted by - January 8, 2023 0
ଯାଜପୁର :'(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଳକ୍ ଚଇନପୁର ପଞ୍ଚାୟତର ସୁଦର୍ଶନ ପାଢ଼ୀ ହାଇସ୍କୁଲ୍ ପଡ଼ିଆରେ ସର୍ବଭାରତୀୟ ଅଶୋକ ଦାସ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍…

ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ଉଦଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା

Posted by - November 3, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପ୍ରବଳ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି ।…