Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

31 0

ଢେଙ୍କାନାଳ:ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ 8ନଭେମ୍ବର ସକାଳ 8.30 ଘଟିକାରୁ ଆରମ୍ଭ ହେବ l ଏହି ଭସାଣି ଶୋଭାଯାତ୍ରାରେ ମୋଟ ୩୮  ଗୋଟି ମେଢ଼ ଭାଗ ନେବେ l

ମୁଖ୍ୟତଃ ଏହି ବୈଠକରେ ଭସାଣି ଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେ ନେଇ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେଇଥିଲା lସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଏଥର ଭାସାଣିରେ ଡିଜେ ସାଉଣ୍ଡକୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି ଏହାସହ ପ୍ରତିଟି ପୂଜାମଣ୍ଡପ କିଭଳି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭସାଣି କାର୍ଯ୍ୟ ସାରିବେ ସେ ବିଷୟକୁ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା l

ଏହି ବୈଠକରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ମିଳିତ ପୂଜା କମିଟିର ସଭାପତି ଶ୍ରୀ ଜ୍ଞାନେନ୍ଦ୍ର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ l, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ପୂଜା କମିଟି ମାନଙ୍କର ସଭାପତି, ସମ୍ପାଦକଏବଂ କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

Related Post

ମା ଭୈରବୀ ଙ୍କ ନୂତନ ମନ୍ଦିର ରତ୍ନମୁଦ ପାଇଁ କଳସ ଯାତ୍ରା

Posted by - April 22, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବlସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ପାଇଁ ଆଜି ଶୁକ୍ରବାର ଶୁଭ କଳସ ଯାତ୍ରା ଅନୁଷ୍ଠିତ…

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

Posted by - October 1, 2023 0
ରାୟଗଡ଼ା:(ରମାକାନ୍ତ ପୋଡାଲ):-ଆନ୍ଧ୍ରପ୍ରଦେଶର ବିଜୟ ନଗର ଜିଲ୍ଲା ୱିଯିନିଗିରି ଗ୍ରାମ ଠାରେ ୧୯୨୩ ସେପ୍ଟେମ୍ବର ୩୦ ତାରିଖରେ ଜନ୍ମିତ ବ୍ରହ୍ମନିଷ୍ଟ ସମାଧି ସିଦ୍ଧ ଯୋଗାଚାର୍ଯ୍ୟ ହିମାଳୟ ଯୋଗ ପରମ୍ପରାର…

ବୀରନରସିଂହପୁର ଠାରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପାଳିତ

Posted by - September 24, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂହପୁର ଠାରେ ହିନ୍ଦୀ ଶିକ୍ଷକ…

ନୂଆଁ ଉଢୁରାରେ କାହାଣୀ କାନ୍ଦୁଛି ଆଖି ଲୁଚେଇ ସାମାଜିକ ନାଟକ ମଞ୍ଚସ୍ଥ

Posted by - June 18, 2023 0
ବେଲଗୁଣ୍ଠା:୧୭/୦୬ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନୂଆଁ ଉଢୁରା ପଲ୍ଲୀ ଯୁବକ ସଂଘର ୭୧  ତମ ବାର୍ଷିକଉତ୍ସବ ଅବସରରେ ଶୁକ୍ରବାର ରାତ୍ର ଦଶ ଘଣ୍ଟ…