Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

କୁଞ୍ଜକାନ୍ତ ଉତ୍ତର ମଧୁବନ ୱର୍ଡ ନମ୍ୱର ୩ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ

17 0

ଢେଙ୍କାନାଳ: କୁଞ୍ଜକାନ୍ତ ଉତ୍ତର ମଧୁବନ ୱର୍ଡ ନମ୍ୱର ୩ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର ସୋଳଶ ଉପଚାର ପୂଜା । ଶ୍ରୀ ସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ ରାଗ ଲାଗିବା ଅର୍ନ୍ ଧୂପ ଲାଗି କରାଯାଇଥିଲା ।

ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ରାତ୍ର ଅର୍ନ ଧୂପ ଲାଗି କରାଯିବ । ଦୀର୍ଘ ୬ବର୍ଷ ଧରି ମାଙ୍କୁ ପୂଜା କରିଆସୁଛନ୍ତି ପୂଜକ ରୁଦ୍ରନାରାୟଣ କବି ଶତପଥୀ ଅର୍ଚ୍ଚନା କରିଥିଲେ। କର୍ତ୍ତା ଅମିୟ ରଞ୍ଜନ ତ୍ରିପାଠୀ ଉପସ୍ଥିତିରେ ପୂଜା କରାଯାଇଥିଲା

Related Post

ଟିଟିଲାଗଡ ସହରର ବିଭିନ୍ନ ମନ୍ଦିରର ପୂଜକ, କର୍ମକାଣ୍ଡ କରୁଥିବା ବ୍ରାହ୍ମଣ ଗଢିଲେ ଟିଟିଲାଗଡ ପୂଜକ ବ୍ରହ୍ମ ସମାଜ

Posted by - February 5, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜାତି ଭିତରେ ଶ୍ରେଷ୍ଠ ଜାତି ହେଉଛି ବ୍ରାହ୍ମଣ । ପୂର୍ବରୁ ଚାଲି ଆସିଥିବା ପରମ୍ପରା ସହିତ ଏହି ବର୍ଗର ଲୋକ ଆଜିବି ପୂଜାର୍ଚ୍ଚନାଠୁ ଆରମ୍ଭ…

ବାଇକ ସହ କାର ମୁହାଁମୁହିଁ ଧକ୍କା ଘଟଣା,କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋମଗାର୍ଡଙ୍କ ଦେହାନ୍ତ

Posted by - August 21, 2023 0
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ କଖାରୁ ଫାଳ ନିକଟରେ…

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ.,ଧର୍ମଗଡ ବ୍ଲକ ରେ ଅକ୍ଷୟ ତୃତୀୟା

Posted by - April 24, 2023 0
ଧର୍ମଗଡ଼ :୨୩/୪ (ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ ବ୍ଲକ କୃଷକ ପରାମର୍ଶ…

ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - September 28, 2023 0
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷ ତାରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ…

ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ ଙ୍କୁ ଭବ୍ୟ ସ୍ୱାଗତ

Posted by - March 4, 2023 0
ଧର୍ମଗଡ଼:୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ,ଲିଗାଲ ସେଲ ଉପଦେଷ୍ଟା ହରିଜିଙ୍ଗ ସିଂ, ରାଜ୍ୟ ସମାଜ କଲ୍ୟାଣ…