Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଢେଙ୍କାନାଳ ଇନ୍ଦିପୁର୍ ଲୁଣି ବଡ଼ ଦାଣ୍ଡ ସାହି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା

23 0

ଢେଙ୍କାନାଳ :ଢେଙ୍କାନାଳ ଇନ୍ଦିପୁର୍ ଲୁଣି ବଡ଼ ଦାଣ୍ଡ ସାହି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ୪୪ ବର୍ଷରେ ପୂଜା ପ୍ରତିଷ୍ଠାନ ପଦାର୍ପଣ କଲା । ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ,ଶ୍ରୀ ସୁକ୍ତରେ ଆହୁତି ଓ ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା।

ଓ ପ୍ରତେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ମଣ୍ଡଳ ପୂଜା ସକାଳୁ ବିଭିନ୍ନ ଭୋଗ ଲାଗି କରାଯିବ ମହାଲକ୍ଷ୍ମୀ ପ୍ରତେକ ଦିନ ସନ୍ଧ୍ୟା ଆଳତି ରାତ୍ର ଅର୍ନ୍ନ ଧୂପ ଲାଗି କରାଯିବ ।୯ଦିନ ଧରି ପୂଜା କରାଯିବ। ସଭାପତି ଶ୍ରୀ ଗୋପାଳ ମହାରଣା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ବେହେରା କର୍ତ୍ତା ଓ କମିଟି ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା

Related Post

ଟ୍ରେନରୁ ଖସି ଯୁବକ ଗୁରୁତର

Posted by - September 7, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ନୂଆପାଳି ନିକଟରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଯୁବକ ଗୁରୁତର l ଟ୍ରେନ ଲାଇନ୍ କଡ଼ ରେ ପଡ଼ିଥିବା…

ବଲାଙ୍ଗିର ରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା, କଲ୍ୟାଣ ମଣ୍ଡପ ରେ ନୁଆଁଖାଇ ଜୁହାର ଭେଟ.

Posted by - September 26, 2023 0
ବଲାଙ୍ଗିର ବ୍ୟୁରୋ : ୨୫ /୦୯ (ନରେନ୍ଦ୍ର ନେଗୀ)ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହର ରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l…

ଟିଟିଲାଗଡ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସରେ ପୌରପରିଷଦ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗ

Posted by - April 1, 2023 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଶନିବାର ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଖଣ୍ଡ…

ଦଧିବାବନ ଉଚ୍ଚ ବିଦ୍ୟାଳୟ ର ୨୧ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

Posted by - February 9, 2023 0
ଭୁବନେଶ୍ଵର:୦୯/୦୨(ପାୟଲ ରାଉତ) ଆଜି ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମ ର ଦଧିବାବନ ଉଚ୍ଚ ବିଦ୍ୟାଳୟ ର ୨୧ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ…