Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଅପରିଚିତ କୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ବିଜୟ

235 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ରକ୍ତଦାନ ମହାପୂନ୍ୟ!ଶାସ୍ତ୍ର ରେ ଲେଖା ଅଛି ମାନବ ସେବା ହିଁ ମାଧବ ସେବା!ଇଛା କୃତ ରକ୍ତଦାନ ମାନବ ସେବାଠୁ ଉର୍ଦ୍ଧରେ!ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ!ନିଜର ସ୍ୱଜନ ନ ହୋଇ ସଂପୂର୍ଣ୍ଣ ଅଚିନ୍ହା ଅଜଣା ବ୍ୟକ୍ତିକୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମାନବ ଧର୍ମୀ!ପର ପାଖରେ ଚାକିରୀ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଛନ୍ତି ବିଜୟ ପ୍ରସାଦ!

ସୂଚନା ଅନୁଯାଇ ବୌଦ୍ଧ ଡାକ୍ତର ଖାନରେ ଚିକିତ୍ସାଧୀନ ଥିବା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମର ଶୋଭାଗିନୀ ଧଳ ଙ୍କୁ O+ve ରକ୍ତ ଅଭାବ ରହିଥିଲା!ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଯୋଙ୍ଗୁ ଶୋଭାଗିନୀ ଙ୍କୁ ରକ୍ତ ର ଆବଶ୍ୟକ ନେଇ ଫେସବୁକ ରେ କେହିଜଣେ ଭଦ୍ର ବ୍ୟକ୍ତି ପୋଷ୍ଟ କରିଥିଲେ ଯାହାକୁ ଦେଖି ସଂପୂର୍ଣ୍ଣ ଅଜଣା ଅଚିନ୍ହା ବିହାର ରାଜ୍ୟର ବିଜୟ ପ୍ରସାଦ ଉକ୍ତ ମହିଳାଙ୍କୁ ଯୋଗାଯୋଗ କରି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ!

ବିଜୟ ବୌଦ୍ଧ ଜିଲ୍ଲା ବିରନରସିଂହ ପୁର ସ୍ଥିତ ବିଦେଶୀ ମଦ ଦୋକାନ ରେ କାର୍ଯ୍ୟରତ ଜଣେ କର୍ମଚାରୀ!ଜିଲ୍ଲା ର ଏତେ ଅନୁଷ୍ଠିତ, ସ୍ବେଛାସେବୀ, ଓ ସାଧାରଣ ଜନତା ଥିବା ବେଳେ ସଂପୂର୍ଣ୍ଣ ଅଜଣା ବିହାର ରାଜ୍ୟର ବିଜୟ ରକ୍ତଦାନ କରିଥିବାରୁ ସେ ଅନ୍ୟ ମାନଙ୍କ ପାଖରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହିତ ସ୍ବେଛାସେବୀ ବିକାଶ ମହାକୁଡ଼ ବିଜୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି!

Related Post

ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ଚେଷ୍ଟାରେ ପିଲାଙ୍କ ପାଖରେ ପହଞ୍ଚିଲା ବିଦ୍ୟାଶ୍ରୀ ପାଠାଗାର

Posted by - April 17, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚାଣ୍ଟି ପଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଯିଏ କି ରାଜ୍ୟପାଳ ପୁରସ୍କୃତ ଶ୍ରୀଯୁକ୍ତ ବୃନ୍ଦାବନ କୁମ୍ଭାର ଙ୍କ ପ୍ରଚେଷ୍ଟା ବଳରେ…

ଏବେ ବି ବଞ୍ଚିଛି ମାନବିକତା

Posted by - July 8, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ)ଆମ ଖମାପଦର ର ନକୁଲ ଶବର ଜଣେ ବ୍ୟକ୍ତି ଜଟିଳ ରୋଗ ରେ ପିଡୀତ ହୋଇ ଆଞ୍ଚଳିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କୌଣସି…

ରାଜଧାନୀର ଗ‌ଳିକନ୍ଦିରେ ବ୍ରାଉନସୁଗାର

Posted by - December 8, 2018 0
ସମଗ୍ର ରାଜଧାନୀକୁ ଏବେ ଏହି ବିଷ ବ୍ୟାପୀ ଗଲାଣି। ରାଜଧାନୀର ଗ‌ଳିକନ୍ଦିରେ ମିଳିଲାଣି ବ୍ରାଉନସୁଗାର(ଧଳା ଜହର)। ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ଓ କ୍ୟୁଏଟି ଗିରଫ…

ସାଇକେଲ ରେ ସାରା ଭାରତ ଯାତ୍ରା କରୁଥିବା ରାମ ପ୍ରସାଦ ନସ୍କରଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

Posted by - June 1, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପଶ୍ଚିମବଙ୍ଗର ରମ ପ୍ରସାଦ ନସ୍କର୍ ପେସାରେ ଶିକ୍ଷକ ନିଶାରେ ସାଇକେଲ ଯାତ୍ରୀ l ସେ ଯାହା କହାନ୍ତି ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ…

ବିଶ୍ଵ ପରିବେଶ ଦିବସରେ ଡ଼ା . ସୁଜିତ୍ ଶତପଥୀ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

Posted by - June 8, 2023 0
ଖପ୍ରାଖୋଲ: ୦୮/୦୬( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ପ୍ରାଣୀ ଚିକିତ୍ସାଳୟରେ ଏ ବି ଭି ଓ ରୂପେ କାର୍ଯ୍ୟରତ ପରିବେଶ ପ୍ରେମୀ ଡ଼ା ସୁଜିତ କୁମାର ଶତପଥୀ…