Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ

648 0

ଅନୁଗୋଳ:(ମହେଶ ଭୋମରାଜ)ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ ଉତ୍ସବ । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆୟୋଜକ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ଦ୍ଵିତୀୟ ଥର ପାଇଁ ଅନୁଗୋଳ ରେ ହେବ ଏହି ବିବାହ ଉତ୍ସବ । ଗତଥର ୫୪ ଯୋଡ଼ା ବିବାହ ହୋଇଥିଲା।ସମସ୍ତଙ୍କୁ ଖଟ, ଟେବୁଲ,ଚୌକି,ଆଲମୀରା,ବାସନ କୁସନ ଆଦି ଯୋଗାଯାଇଥିଲା।ଗତବର୍ଷ ଆର୍ଥିକ ସହାୟତା ସହ ୫୪ ଯୁଗଳଙ୍କୁ ପ୍ରଦାନ କରାଯାଇଥିଲା ।

ଚଳିତଥର ବିବାହ ଉତ୍ସବରେ ଇଛୁକ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ୧୫ ତାରିଖ ସୁଧା ରେଜିଷ୍ଟ୍ରେସନ କରିବାକୁ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନାଦେଇଛନ୍ତି।ଗତବର୍ଷ ଭଳି ଚଳିତ ଥର ମଧ୍ୟ ଅତି ନିରାଡ଼ମ୍ବର ସହ ଉତ୍ସବ ପାଳନ କରାଯିବ।ବୈଦିକ ରିତୀରେ ବିବାହ ଉତ୍ସବ ପାଳନ କରାଯିବ।ହରିଦ୍ୱାରରୁ ପଣ୍ଡିତ ମାନେ ଆସିବାର କାର୍ଯ୍ୟକ୍ରମ ରହିଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମୁହିକ ବିବାହର ଓଡିଶା ପ୍ରଦେଶର ଆଦ୍ୟ ଆୟୋଜକ ଓ ମାର୍ଗଦର୍ଶକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିୟା,ଶ୍ରୀ ଲଡୁ କିଶୋର ଅଗ୍ରୱାଲ,ଶ୍ରୀ ନନ୍ଦୁ ଲାଲ ଅଗ୍ରୱାଲ,ଶ୍ରୀ କଲ୍ୟାଣ କିଶୋର ମହାନ୍ତି,ମହାବୀର ପ୍ରସାଦ ଅଗ୍ରୱାଲ,ଶ୍ରୀ ସଞ୍ଜୟ ପ୍ରଧାନ,ଅଭୟ ରାୟ,କବି ପ୍ରଭାକର,ରାଜେଶ ଅଗ୍ରୱାଲ, ରାଜକୁମାର ଶୁକ୍ଳା,ଶ୍ରୀ ରୋହିତ ଲିହାଲା,ଶ୍ରୀ ଦିଲ୍ଲୀପ ପ୍ରଧାନ,ଶ୍ରୀ ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

Related Post

ଅଲୋଡ଼ା ହେଲା ମଲା ମଣିଷ : ଶବ ନେଲେନି ପତ୍ନୀ, ପରିବାର, ମୃତଦେହ ୩ ଦିନ ପଡ଼ିରହିଲା, ପୁଲିସ୍‌ କଲା ଶେଷକୃତ୍ୟ

Posted by - December 6, 2018 0
କୋରାପୁଟ : ମେଡିକାଲରେ ଜୀବନ ସହ ଲଢ଼ି ଲଢ଼ି ହାରିଗଲେ ବିଧାନ। ଏ ଖବର ପତ୍ନୀ, ପରିବାର ପାଖରେ ପହଞ୍ଚିଲା। ହେଲେ ମୃତଦେହ ନେବାକୁ ସେମାନେ ସଫା…

ନିଆରା ମଣିଷ ଯୋଗେନ୍ଦ୍ର ଦାସ

Posted by - June 7, 2020 481
ବରୀ ୭/୬ -(ସ୍ନେହଂଶୁ ଶେଖର ମହାନ୍ତି ) ବରୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାହାସପୁର ଗ୍ରାମ ପଂଚାୟତର ଗୋବିନ୍ଦପୁର ଗ୍ରାମର ଯୋଗେନ୍ଦ୍ର ଦାସ(୫୦) । ଜଣେ ନିଆରା…

ଚନ୍ଦକା ହାତୀ ଙ୍କୁ ରେଡ଼ିଓ କୋଲାରିଙ୍ଗ କରାଯିବ ଯାହା ଓଡିଶା ରେ ପ୍ରଥମ

Posted by - June 25, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ଭୁବନେଶ୍ୱର ଉପକଣ୍ଠ ରେ ଥିବା ଚନ୍ଦକା ଜଙ୍ଗଲରୁ ବିଭିନ୍ନ ସମୟରେ ଜଂଗଲୀ ହାତୀ ଉପଦ୍ରବ କରୁଛନ୍ତି । ହାତୀ ରାମୁ ଓ ମାଖେନା. ସଞ୍ଜ ହେଲେ…

୫୮ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଅର୍ଚ୍ଚନା, ଅନ୍ୟମାନଙ୍କ ପାଇଁ ପାଲଟିଲେ ଉଦାହରଣ

Posted by - February 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସହ ଉତ୍ସାହ ରହିଥିବା ବେଳେ ୫୮ବର୍ଷ ବୟସ୍କା ମହିଳା…

ବିଶ୍ୱର ସବୁଠୁ ଛୋଟ ଦ୍ୱୀପ; ଯେଉଁଠି ଅଛି ମାତ୍ର ଗୋଟିଏ ଘର, ଗୋଟିଏ ଗଛ

Posted by - March 28, 2020 0
ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି…

There are 1 comments

  1. The surplus boosts the likelihood of the singer to gain, but it is also
    ill-treated from the individual and consequence into
    a large amount of losses for them.

Leave a comment

Your email address will not be published.