ଆଜି ବିଜୁ ଜନତା ଶଙ୍କ ଭବନରେ ଟାରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ପ୍ରାୟ ୨୦୦ ସକ୍ରିୟ କର୍ମୀ ମାନଙ୍କୁ ନେହି ଟ୍ରେନିଙ୍ଗ ପଗ୍ରାମ ହେଇ ଥିଲା ବିଜୁ ଜନତା ଦଳ ଦୀର୍ଘ ୨୫ ବର୍ଷ ଶାସନ ରେ ଓଡ଼ିଆ ର ଜନ ସାଧାରଣଙ୍କ ଉନତି ମୁଲ କାର୍ଯ୍ୟ ଉପରେ ଲକଙ୍କୁ ପାଖରେ ବାର୍ତ୍ତା ପହଂଚିବା ପାଇ ଆହ୍ୱାନ ଦେଇ ଥିଲେ

ଆଗାମି ୨୦୨୪ ନିର୍ବାଚନ ରେ ବିଜୁ ଜନତା ଦଳ କିପରି ଆଦିକ ସଂଖ୍ୟା ରେ ବିଜୟ ହେବ ତା ଉପରେ ଗୁରୁ ମତ୍ର ଦେଇଥିଲେ ଏହି କାର୍ଯ୍ୟ କ୍ରମେ ରେ ରାଜ୍ୟ ସଭା ସାଂସଦ ସ୍ୱସୀମିତ ପାତ୍ର. ବିଜୁ ଜନତା ଦଳ ର ରାଜ୍ୟ ଆଇ. ଟା କଡୀ ନେଟର. ମତ୍ରୀ ଜଗନ୍ନାଥ ସାରକା. ପଂଚାୟତରାଜ ମତ୍ରୀ ପ୍ରତାପ ଦେବ ଉପସ୍ଥିତ ତିଳେ ଆଜି ନବୀନ ବାବୁ ଙ୍କ ଜନ୍ନ ଦିନ ହଇ ଥିବାରୁ ନେତା. କର୍ମୀ ମାନଙ୍କଉଚ୍ଚାୟ ଦେଖି ବାକୁ ମିଳି ଥିଲା
ସ୍ଵାତୀଦାସ ରିପଟିଙ୍ଗ