Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

872 0

ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା କେବେ ଲୋକଙ୍କ କାମରେ ଲାଗିବ ?ଏପରି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।୫୬ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଥିବା ଏହି ସୁପର ସ୍ପେଶାଲିଟି ବ୍ଲକ୍‌ଟି ୨୦୧୭ରେ ଉଦ୍‌ଘାଟିତ ହୋଇଥିଲା। ଏହାପରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ କାମ ଅଧପନ୍ତରିଆ ଅବସ୍ଥାରେ ପଡିରହିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।ଅନ୍ୟପଟେ ୨୦୧୩ରୁ  ପୁରୁଣା କୋଠା ବିପଦପୂର୍ଣ୍ଣ ରହିଛି ବୋଲି ଘୋଷଣା କରାଯାଇଥିଲା।  ହେଲେ ଏବେ ବି ସେହି ପୁରୁଣା କୋଠାରେ ରୋଗୀ ଦେଖା ଚାଲିଛି।ଏନେଇ ପଚରାଯିବାରେ ଆସନ୍ତା ୧୦ ଦିନ ଭିତରେ ନୂଆ ବ୍ଲକ୍ କାର୍ଯ୍ୟକ୍ଷମ ହେବ ବୋଲି ମେଡିକାଲ କଲେଜ୍‌ର ଡିନ୍ କହିଛନ୍ତି।

Related Post

ଅଗ୍ନି ବିପନ୍ନ ପରିବାରକୁ ସହାୟତା ର ହାତ ବଢ଼ାଇଲେ ସମାଜସେବୀ ଜଳନ୍ଧର ନାଏକ

Posted by - April 2, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ରେ ଘଟିଛି ଏକ ଅଭାବନୀୟ ଘଟଣା ଜୈନିକ ବ୍ୟକ୍ତି ର ଆକ୍ରୋଶ ର…

ନିର୍ମଳାକୃତି ଟ୍ରଷ୍ଟ ଓ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାବୁନ, ମାସ୍କ ଓ ଖାଦ୍ୟ ବଣ୍ଟନ

Posted by - May 6, 2020 904
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ କରୋନା ମହାମାରୀ ନିମନ୍ତେ ଲକ୍‌ଡାଉନ ଚାଲିଥିବାରୁ ଅନେକ ଅସହାୟ ଲୋକମାନେ ଖାଇବା ନପାଇ ଅନେକ ହଇରାଣ ହେଉଛନ୍ତି । ଏହାକୁ ଆଖିରେ…

ଓଡ଼ିଶାରେ ନର୍ସରୀ ବିକାଶ ପାଇଁ ୱେଭ୍‍ ଓ କଡିଅମ୍‍ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

Posted by - July 29, 2021 0
ଭୁବନେଶ୍ୱର: ଓଡ଼ିଶାରେ ନର୍ସରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷରେ ନିକଟରେ ରାଜ୍ୟର ୱାଲ୍‍ଡେନ୍‍ ଉଡ୍‍ସ ଇକୋ ଭିଲେଜ ଏବଂ ଆନ୍ଧ୍ରପ୍ରଦେଶର ସାର୍‍ ଆର୍ଥର କଟ୍ଟନ୍‍ ନର୍ସରୀ…

ଆସୁଛି ପାର୍ବଣ,ନଦୀ ପଠା ରେ ହସୁଛି କାସତଣ୍ଡି

Posted by - September 22, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ପ୍ରକୃତିର ଏକ ବିଚିତ୍ର ସୃଷ୍ଟି।ପାର୍ବଣକୁ ସ୍ୱାଗତ କରିବାପାଇଁ ସଜେଇହେଲାଣି ପ୍ରକୃତିରାଣୀ।ଆଉ ଦିନ କେଇଟାପରେ ଆରମ୍ଭହେବ ଶାରଦୀୟ ଦୁର୍ଗାପୂଜା ।ମାଙ୍କ ଆଗମନରେ ପୁଲକିତ ଧରାଣୀରାଣୀ।ଶସ୍ୟଶ୍ୟାମଳା ଧରଣୀର…

ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ।ହରଭଙ୍ଗା ବ୍ଲକ,ସୁରକ୍ଷିତ ହେଉ ମହାନଦୀ ତଟ

Posted by - August 4, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା।ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା।ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ…

Leave a comment

Your email address will not be published.