ଧର୍ମଗଡ଼ 🙁 ହେମନ୍ତ କୁମାର ମାଝୀ)ଗତ ଖ୨୬ତାରିଖ ରେ ଧର୍ମଗଡ଼ ଥାନା ଚିତାମୁଣ୍ଡା ଗାଁ ର ବ୍ରଜାଘାତ ରେ ମୃତ୍ୟୁ ବରଣ କରିଥିବା ପିଡିତ ପରିବାରକୁ ଖଡ଼ିଆଳ ମାଳି ସମାଜ କାର୍ଯ୍ୟକର୍ତ୍ତା ମାନେ ଭେଟି ସମବେଦନା ଜଣେଇ ବା ସହ ଆର୍ଥିକ ସହାୟତା କରିଛନ୍ତି। ଆଜି ଖଡ଼ିଆଳ ମାଳି ସମାଜ ସଭାପତି ଶ୍ରୀ ଗୋଦାବରୀଶ ନାଏକ ଙ୍କ ନେତୃତ୍ବରେ ଖଡ଼ିଆଳ ଅଞ୍ଚଳର ମାଳି ସମାଜ କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ଧାକଡ, ଚନ୍ଦ୍ର ଶେଖର ନାଏକ, ଗିରିଶ ଚନ୍ଦ୍ର ନାଏକ, ଅର୍ଜୁନ ନାଏକ, ଲଲିତ ମଶ୍ରା, ଭୀମସେନ ନାୟକ ବ୍ରଜାଘାତ ପିଡିତ ଚିତାମୁଣ୍ଡା ଗାଁ ର ଲିମଗୋଛିଆ ପରିବାର କୁ ସମବେଦନା ଜଣେଇବା ସହ ୧୦ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି।

ସୁଚନା ଅନୁଯାୟୀ ଗତ ୨୬ତାରିଖ ମଙ୍ଗଳବାର ଦିନ ଅପରାହ୍ନ ରେ ବିଳରେ କାମ କରୁଥିବା ସମୟରେ ଧର୍ମଗଡ଼ ବ୍ଳକ ଚିତାମୁଣ୍ଡା ଗାଁ ର ଗଏନ୍ତି ଲିମଗୋଛିଆ ୫୦, ରୁପେ ଲିମଗୋଛିଆ ୪୫ ଓ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ଲତା ର ବ୍ରଜାଘାତ ରେ ମୃତ୍ୟୁ ବରଣ ଘଟିଥିଲା। ଧର୍ମଗଡ଼ ରୁ ହେମନ୍ତ ଧର୍ମଗଡ଼ -ଗତ ୨୬ତାରିଖ ରେ ଧର୍ମଗଡ଼ ଥାନା ଚିତାମୁଣ୍ଡା ଗାଁ ର ବ୍ରଜାଘାତ ରେ ମୃତ୍ୟୁ ବରଣ କରିଥିବା ପିଡିତ ପରିବାରକୁ ଖଡ଼ିଆଳ ମାଳି ସମାଜ କାର୍ଯ୍ୟକର୍ତ୍ତା ମାନେ ଭେଟି ସମବେଦନା ଜଣେଇ ବା ସହ ୧୦ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି।

ଆଜି ଖଡ଼ିଆଳ ମାଳି ସମାଜ ସଭାପତି ଶ୍ରୀ ଗୋଦାବରୀଶ ନାଏକ ଙ୍କ ନେତୃତ୍ବରେ ଖଡ଼ିଆଳ ଅଞ୍ଚଳର ମାଳି ସମାଜ କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ଧାକଡ, ଚନ୍ଦ୍ର ଶେଖର ନାଏକ, ଗିରିଶ ଚନ୍ଦ୍ର ନାଏକ, ଅର୍ଜୁନ ନାଏକ, ଲଲିତ ମଶ୍ରା, ଭୀମସେନ ନାୟକ ବ୍ରଜାଘାତ ପିଡିତ ଚିତାମୁଣ୍ଡା ଗାଁ ର ଲିମଗୋଛିଆ ପରିବାର କୁ ସମବେଦନା ଜଣେଇବା ସହ ୧୦ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି। ସୁଚନା ଅନୁଯାୟୀ ଗତ ୨୬ତାରିଖ ମଙ୍ଗଳବାର ଦିନ ଅପରାହ୍ନ ରେ ବିଳରେ କାମ କରୁଥିବା ସମୟରେ ଧର୍ମଗଡ଼ ବ୍ଳକ ଚିତାମୁଣ୍ଡା ଗାଁ ର ଗଏନ୍ତି ଲିମଗୋଛିଆ ୫୦, ରୁପେ ଲିମଗୋଛିଆ ୪୫ ଓ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ଲତା ର ବ୍ରଜାଘାତ ରେ ମୃତ୍ୟୁ ବରଣ ଘଟିଥିଲା।