କଣ୍ଟାବାଞ୍ଜି ବ୍ୟୁରୋ :୩୦/୧୧ (ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗଣେଶ ଉତ୍ସବ ପାଳନ କରିଥିବା ସଂଘ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି ।

ଏହି ପୁରସ୍କାର ବିତରଣ ଉତ୍ସବରେ କଣ୍ଟାବାଞ୍ଜି ଆଜାଦ କ୍ଳବକୁ ପ୍ରଥମ, ସିନେମା ଚକ୍ କା ରାଜା କ୍ଲବ କୁ ଦୂତ୍ୟିୟ ଏବଂ ଜଗନ୍ନାଥ ସାଂସ୍କୃତିକ କମିଟି କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ପୁରସ୍କାର ବିତରଣ ଉତ୍ସବରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବାରୀୟମ୍ ସିଂ ସାଲୁଜା, ନିର୍ବାହୀ ଅଧିକାରୀ ଚାର୍ଜ ରେ ଥିବା କଣ୍ଟାବାଞ୍ଜି ତହସିଲ ଦାର ଅମୃତ ଲାଲ ବେହେରା, ଉପାଧ୍ୟକ୍ଷ ମନୋରମା ରାଉତ, ୱାର୍ଡ ମେମ୍ବର ବିକାଶ ତରିଆ , ଅମରେନ୍ଦ୍ର ତାଣ୍ଡି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ଉପସ୍ଥିତ ଥିଲେ।