Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବଜ୍ରାଘାତ ରେ ୪ ମହିଳା ଗୁରୁତର

37 0

ସୁବର୍ଣ୍ଣପୁର:( ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମ ରେ ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଚାଷବିଲ ରେ କାମ କରୁଥିବା ସମୟରେ ହଠାତ୍ ଅଚାନକ ବଜ୍ରାଘାତ ହୋଇଥିଲା l ସେହି ବଜ୍ରାଘାତ ରେ ୪ଜଣ ମହିଳା ଗୁରୁତର ହୋଇଛନ୍ତି l

ଯାହା ଫଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ l ପରେ ଗାଁ ଲୋକଙ୍କ ଦ୍ବାରା ସେହି ମହିଳା ଙ୍କୁ ଉଦ୍ଧାର କରାଯାଇଥିଲା ଓ ଗାଁ ଲୋକେ ଅଗ୍ନିଶମ ବାହିନୀ ସହିତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମହିଳା ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ଜଣାପଡିଛି।

 

Related Post

ବିକାଶ ଉଇସଡ଼ମ ପାର୍କରେ ଜଳ ବିଶୋଧନ ପ୍ରକଳ୍ପ ଉଦଘାଟିତ

Posted by - October 19, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ବନ୍ଦୋପଲାସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଆଜି ଏକ ଜଳ ବିଶୋଧନ ପ୍ରକଳ୍ପ ( ଜିରୋ ଲିକୁଇଡ ଡିସ୍ଚାର୍ଜ ସ୍ବେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ…

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

Posted by - November 20, 2023 0
ଢେଙ୍କାନାଳ:୧୯/୧୧ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ବାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ…

ବ ନବିଭାଗ ପକ୍ଷରୁ ବାର୍ଷିକ ସ୍ଥିତ ସମୀକ୍ଷା ବୈଠକ,ତିନି କ୍ଷେତ୍ରାଞ୍ଚଳ ର କାର୍ଯ୍ୟ ଉପରେ କରାଗଲା ସମୀକ୍ଷା

Posted by - June 29, 2023 0
ହରଭଙ୍ଗା :୨୯ /୦୬ (ଚିତ୍ତରଞ୍ଜନ ସିଂହ)ଓଡିଶା ବନାଞ୍ଚଳ ବୌଦ୍ଧ ଜିଲ୍ଲାର 3ଗୋଟି କ୍ଷେତ୍ରାଞ୍ଚଳ ର ବାର୍ଷିକ ସ୍ଥିତି ସମୀକ୍ଷା ବୈଠକ ହରଭଙ୍ଗା ବ୍ଲକ ବିରାନରସିଂ ପୁର ସ୍ଥିତ…

ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ବୟନିକା ସଭାପତି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - July 15, 2023 0
ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ଓଡିଶା ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର…