ଦ୍ୱିତୀୟ ସଂଧ୍ୟାରେ ଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ

428 0

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ ମହାସମାରୋହରେ ଜାରି ରହିଛି । ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରପୁଂଲ୍ଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଏସପି ଚରଣ ସିଂ ମିନା,ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୁତାର, ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାଠ ପଢ଼ିବା ସହିତ ଉତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

ଏହି ଅବସରରେ ଓଲିଉଡ ତାରକା ସ୍ୱରାଜ ଏବଂ ଭୂମିକାଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିସହ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ଜେମ୍ସ ଗୋଟାଏ ପରେ ଗୋଟାଏ ଲୋକପ୍ରିୟ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ । ଏହି ଉତ୍ସବରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବି, ବରିଷ୍ଠ ନାଗରିକ ଓ ସମାଜସେବୀ ଉପସ୍ଥିତ ଥିଲେ ।

Facebook Notice for EU! You need to login to view and post FB Comments!

Related Post

ଧାନ କିଣା ରେ ବ୍ୟାପକ ଅବ୍ୟବସ୍ଥା ଓ ସମାଧାନ ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Posted by - June 9, 2021 0
ସୋନପୁର:(ଅଜିତ କୁମାର ପୂଜାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବୀପତ୍ର…

ଭର୍ଛୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

Posted by - January 19, 2022 0
ଆମାଲକାନଗିରି:(ଅବଦୁଲ ଗନି)ଜି କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର…

ସୁବର୍ଣ୍ଣପୁର ସହର ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ରକ୍ତ ଦାନ ଶିବିର

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ସହର ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଭାରତୀୟ ସ୍କାଉଟ, ଗାଇଡ ଓ ଓଡିଶା…

ହରଭଙ୍ଗା ରେ ମା ଶ୍ୟାମାକାଳୀ ପୂଜା ପାଇଁ କଳସ ଯାତ୍ରା

Posted by - November 3, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ର ଟିକିରା ସାହି” ଜୟ ଦୁର୍ଗା କ୍ଳବ “ଆନୁକୂଲ୍ୟରେ ଆଜି ମା ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ…

Leave a comment

Your email address will not be published.