Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବୌଦ୍ଧ ନିର୍ବାଚନ ମଣ୍ଡଳ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

53 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ଦ୍ୱିତୀୟ ଦିନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣାକଟକ ଓ ହରଭଙ୍ଗା ମଣ୍ଡଳ ର ବିଭିର୍ଣ୍ଣ ଗ୍ରାମ ଗୁଡିକରେ ସରକାର ଙ୍କ ‘ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!

ଉକ୍ତ କାର୍ଯ୍ୟକ୍ରମ ଆଜି ପ୍ରଥମେ ରାଣୀଗଞ୍ଜ ଶିବ ମନ୍ଦିର ରୁ ମାଟି ସଂଗ୍ରହ ଅଭିଯାନ ଆରମ୍ଭ କରି ରାଣୀଗଞ୍ଜ ଗ୍ରାମ ପରିକ୍ରମା ସହ ଘରକୁ ଘର ମାଟି ସଂଗ୍ରହ କରାଯାଇଥିଲା ତତ ସହିତ ଆଡ଼େନିଗଡ଼ି ଶିବ ମନ୍ଦିରରେ ପୂଜାର୍ଚନା ଓ ମାଟି ସଂଗ୍ରହ କରି ଗ୍ରାମ ର ବିଭିର୍ଣ୍ଣ ସାହି ପରିକ୍ରମା କରାଯାଇଥିଲା l ପରେ ଚାରିଛକ ମନ୍ଦିର ରୁ ବଜାର ଯାଏଁ, ଲୁଣିବାହାଲ ଗ୍ରାମ ଆରମ୍ଭ ରୁ ହନୁମାନ ମନ୍ଦିର ଯାଏଁ ଓ ହରେକୃଷ୍ଣ ପୁର ମନ୍ଦିର ରୁ ମାଟି ସଂଗ୍ରହ କରିବା ସହ ବିଭିନ୍ନ ସାହି ପରିକ୍ରମା କରି ମା ମାଟି ସଂଗ୍ରହ କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ନେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସଂଯୋଜୋକ ଯୁଗଳ ସାମଲ, ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ,ସୁବାସ ପ୍ରଧାନ, ଦେବାଶିଷ ପୁରୋହିତ, କୃଷ୍ଣ ମିଶ୍ର, ବିଶାଳ ହାତୀ, ସୁଶୀଳ ଦେହୁରୀ, ରଞ୍ଜନ ପ୍ରଧାନ, ସୁଧାଂଶୁ ମହାକୁଡ଼, ପ୍ରମୁଖ ଙ୍କ ସହିତ ହଜାର ହଜାର ବିଜେପି କର୍ମୀ ସାମିଲ ଥିଲେ!

advt

Related Post

ନବ ନିର୍ମିତ କୂପ ମଧ୍ୟରୁ ବଳଦ ଉଦ୍ଧାର କରି ଚିକିତ୍ସା

Posted by - April 17, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତର ବିରିଗଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଏକ ବଳଦ ଗତକାଲି ଠାରୁ ନିଖୋଜ ଥିଲା। ବହୁ ଖୋଜା ଖୋଜି କରିବା ପରେ…

ହରଭଙ୍ଗା ଲୋକ ମହାତ୍ସବ ର ଦ୍ୱିତୀୟ ସନ୍ଧ୍ୟା

Posted by - January 28, 2023 0
ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ…

ଦିଲ୍ଲୀ ରେ ସହିଦ ଙ୍କ ସ୍ମୃତି ରେ ଅମୃତ ବାଟିକା ନିର୍ମାଣ ପାଇଁ ସଂଗୃହିତ ମାଟି ନେଲେ କର୍ମକର୍ତ୍ତା

Posted by - October 28, 2023 0
ଧର୍ମଗଡ଼: ତା ୨୭/୧୦( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ଜରିଆରେ ଦେଶବ୍ୟାପୀ ଦେଶ ର ସହିଦ ବିର ଯବାନ…

ଜିଲ୍ଲା ପାଠଗାର ଠାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Posted by - July 4, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠଗାର ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନ୍ନକ୍ଷେତ୍ର ଦିବସ 2023 ଉପଲକ୍ଷେ ସମବାର 10 ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ…

ବରିଷ୍ଠ ନାଗରିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Posted by - March 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ନିକଟରେ ରହିଥିବା ସାନଝିଙ୍କି ମହିମା ଆନନ୍ଦ ବରିଷ୍ଠ ନାଗରୀକ ନିବାସରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ…