Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ନଦୀ ପଠlରେ ହସୁଛି କାଶତଣ୍ଡୀ, କବି ବିଭୋର

59 0

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ ). ପ୍ରକୃତି ର ଏକ ବିଚିତ୍ର ସୃଷ୍ଟି, ପାର୍ବଣ କୁ ସ୍ୱାଗତ କରିବାପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ!ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା!ମା ଙ୍କ ଆଗମନ କୁ ନେଇ ପୁଲକିତ ହୋଇ ଉଠିଲାଣି ଧରଣୀରାଣୀ!ଶସ୍ୟ ଶ୍ୟାମଳା ଧରଣୀ ଆଜି ନିଜର ପାତିଆର ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ!

ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳର ମହାନଦୀ ପଠା ଠାରୁ ଆରମ୍ଭ କରି ନାଳ, ଝରଣା, ଗହୀର ପଠା ଆଦି ରେ ଦେଖିବାକୁ ମିଳୁଛି କାଶ ତଣ୍ଡି ର ପସରା କି ଅପୂର୍ବ ଏହି ଦୃଶ୍ୟ!ପ୍ରକୃତି ରାଣୀ କୋଳରେ ଅପୂର୍ବ ଆକର୍ଷଣୀୟ ହୋଇ ଉଠୁଛି ନଦୀ ପଠା!

ଏହି ଧୋବ ଫରଫର କାଶ ତଣ୍ଡି କୁ ଦେଖିଲେ କବି ମନ ପୁଲକିତ ହୁଏ!ଏ ବର୍ଷ ପ୍ରାକୃତିକ ବିପର୍ଯୟ ସତ୍ୱେ ନଦୀ ନାଳ ପଠା ଗୁଡିକରେ ତାର ସତ୍ତା ବଜାୟ ରଖିଛି କାଶତଣ୍ଡୀ!ଦେଖଣlହlରି ଙ୍କ ମନରେ ଚେନାଏ ହସ ଭରିଦେବା ସହ କବିକୁ ଭାବୁକ କରିଦେଇଛି ଏହି କାଶତଣ୍ଡି l

advt

Related Post

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟର ଆୟୋଜନ

Posted by - January 27, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ର ସିଧା ପ୍ରସାରଣ…

ପ୍ରଶାସନ ଓ ଦୋକାନୀ ଙ୍କ ବୈଠକ ହରିଶଙ୍କର ରେ ନବନିର୍ମିତ ଦୋକାନ ଗୃହ ଲଟେରୀ ମାଧ୍ୟମରେ ବଣ୍ଟନ

Posted by - May 21, 2023 0
ଖପ୍ରାଖୋଲ: ୨୦/୫( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ପ୍ରଶାସନ ଓ ହରିଶଙ୍କର ଠାରେ ଥିବା ଦୋକାନୀଙ୍କ ମଧ୍ୟରେ ଏକ ବୈଠକ ପାଟଣାଗଡ ଉପ…

ଚିତାଳୋ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଦାୟୀତ୍ୱ ଗ୍ରହଣ

Posted by - March 25, 2023 0
ଯାଜପୁର: ଦଶରଥପୁର ବ୍ଲକ ଚିତାଳୋ ସ୍ଥିତ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସ । ଏହିପରିପ୍ରେକ୍ଷୀରେ ମହାବିଦ୍ୟାଳୟ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଦୌତ ପ୍ରସାଦ ମଲ୍ଲିକ ଙ୍କ ସମେତ ସମସ୍ତ ସଭ୍ୟ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।  ଏହି ଅବସରରେ ନୂତନ ସଭାପତି ମହାବିଦ୍ୟାଳୟର ଶିକ୍ଷା ଭିତ୍ତି ଭୂମିରେ ଉନ୍ନତିକରଣ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଉପରେ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନେ ସରକାରଙ୍କ ନିୟମାବଳି ମୁତାବକ ନିଜ ନଜର ଦାୟୀତ୍ୱ ସମ୍ପାଦନ କରିବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସର୍ବାଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତାଳୋ ସରପଞ୍ଚ ବିଜୟ ଲକ୍ଷ୍ମୀ ଶତପଥୀ, ପରିଚାଳନା କମିଟି ସଭ୍ୟ ନିରଂଜନ ପଣ୍ଡା, ପୁଷ୍ପିତା ପଣ୍ଡା, ନିଶିକାନ୍ତ ରାୟଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳାର ପଞ୍ଚମ ସନ୍ଧ୍ୟା

Posted by - November 20, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ପଞ୍ଚମ ସଂଧ୍ୟା ସୋମବାର ଦିନ…

ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 12, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ୍ କବୀରପୁରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାଞ୍ଛାନିଧି ବୈଶାଖ ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ…