୨୩ ଦିନରେ ପହଞ୍ଚିଲା ଧର୍ମଗତ କୁ ଜିଲ୍ଲା ଦାବି ଗଣଧାରଣା

134 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ସମର୍ଥନ ରେ ବସି ଲେ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ ଧର୍ମଗତ ଜିଲ୍ଲା ଗଠନ ଆଜି ଦିନ ରେ ୨୩ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣଧାରଣା ରେ ବସିଥିବା ବେଳେ ୧୯୯୨ ମସିହାରେ ଵୀରସିପକା ଧର୍ମଗତ ବିଧାୟକ ଥିବା ସମୟରେ ଓଡ଼ିଶାର ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗତ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକ ଜନ ସମାବେଶ ରେ ଯୋଗ ଦେଇ ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି କିନ୍ତୁ ଧର୍ମଗତ ଉପଖଣ୍ଡ ଜିଲ୍ଲା ମାନ୍ୟତା ର ପାଇ ନାହିଁ। ଧର୍ମଗଡ଼ ଉପଖଣ୍ଡ କୁ ଶିଘ୍ର ଜିଲ୍ଲା ଘୋଷଣା କରିବା ପାଇଁ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ର ସଭାପତି ରଫିଉଦ୍ଧିନ ଖାଁ ଦାବି କରିଥିଲେ।

ଏହି ଗଣଧାରଣା ରେ ମୁସଲିମ ସୁନ୍ନି ଜମାତ କମିଟି ର ସଂପାଦକ ଆଫ୍ରୋନ ଅହମ୍ମଦ ଉପ ସଭାପତି ଶେଖ ଵରଜିତ ଅଲ୍ଲୀ ସହ କୋଷାଧ୍ୟକ୍ଷ ଅଫଜଲ ଖାଁ ଓ ଯୁଗ୍ମ କୋଷାଧ୍ୟକ୍ଷ ମହମ୍ମଦ ରଜାକ ସମେତ ପୂର୍ବତନ ସଭାପତି ଅବଦୁଲ ରେହେମାନ ପୂର୍ବତନ ସମ୍ପାଦକ ଇସଲାମ ମହମ୍ମଦ ମୁସ୍ତାକ ଓ ଅବଦୁଲ ହାରୁନ ମହମ୍ମଦ ରାଜକ ମହମ୍ମଦ ତାହିଲ ମହମ୍ମଦ ସେହେଵାକ ପ୍ରମୁଖ ଯୋଗ ଦେଇଥିଲେ ଧର୍ମଗଡ଼ କୁ ଜିଲ୍ଲା ଦାବି ପ୍ରଦାନ କୁ ଦେହଲାଇଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଓକିଲ ପ୍ରେମଲାଲ ସାଗର ପରିଚାଳନା କରୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଡମ୍ବରୁଧର ଲହଜ ରତନ ନାଏକ ଦିଗାମ୍ବର ଦୁରିଆ ସନ୍ତୋଷ ପାଢ଼ୀ ଡାକେଶ୍ଵର ଲହଜଲ ସୌମ୍ୟରଞ୍ଜନ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଧର୍ମଗତ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ୨୩ ଦିନ ରେ ପହଞ୍ଚିଛି।

Related Post

ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ରାଉତ ସମ୍ମାନୀତ

Posted by - June 1, 2022 0
ଭୁବନେଶ୍ବର:(ପାୟଲ ରାଉତ )ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମ ପଞ୍ଚାୟତ ର ଗ୍ରାମ କମିଟି ତରଫରୁ ରାମଳିଲା ମହୋତ୍ସବ ଆୟୋଜିତ ହୋଇଅଛି।ଏହି ଉତ୍ସବ ଦୀର୍ଘ ୬-୭ ହେବ…

ହରିଶଙ୍କର ଠାରେ ସରପଞ୍ଚ ସଂଘ ର ବୈଠକ , ସଂଘ ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ

Posted by - June 20, 2022 0
ପାଟଣାଗଡ: ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ର ବୈଠକ ରବିବାର ହରିଶଙ୍କର ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ଅନୁଷ୍ଠିତ…

କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା,୧୦ ଗୁରୁତର

Posted by - October 21, 2019 0
କେନ୍ଦୁଝର,୨୧/୧୦ ବାଂଶପାଳ ବ୍ଲକ କାଞ୍ଜିପାଣି ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଯାତ୍ରିବାହୀ ବସ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ…

ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ

Posted by - August 13, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ…

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

Posted by - September 27, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ…