Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ

18 0

ବେଲଗୁଣ୍ଠା:ଆଜି ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇରେ ବ୍ରଜକିଶୋର ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୁରୋହିତ ଉପେନ୍ଦ୍ର ପତି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ ଓ ସାଇ ଆଇଟିଆଇର ଅଧକ୍ଷ ମଧୁସୂଦନ ମହାପାତ୍ର ସମସ୍ତ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ବ୍ଲକ ର ରାଜୀବଗାନ୍ଧୀ ସେବାକେନ୍ଦ୍ର ରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଅନୁଷ୍ଠିତ ପୂଜାରେ କର୍ତା ଭାବେ ବିଡ଼ିଓ ରୋସନ ଶତପଥୀ, କନିଷ୍ଠ ଯନ୍ତ୍ରୀ ସୁଜିତ ପାତ୍ର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ସେହିପରି ଏନ୍ଏସିର ପି.ଏଚ୍.ଡି କାର୍ଯ୍ୟାଳୟରେ ଅନୁଷ୍ଠିତ ପୂଜାରେ ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ ଏବଂ ଉତ୍ତର ପତି ଯଥାକ୍ରମେ କର୍ତ୍ତା ଏବଂ ପୁରୋହିତ ଭାବେ ଯୋଗ ଦେଇଥିଲେ I

ସେହିପରି ବେଲଗୁଣ୍ଠା ବ୍ଳକ୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ,ବମ୍ବେ ଷ୍ଟିଲ୍,ସୁରଜିତ୍ ମାନା କାର୍ପେଣ୍ଟର୍,କ୍ଷତ୍ରିୟବରପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ର, ବିଦ୍ୟୁତ୍ କାର୍ଯ୍ୟାଳୟ,କଣ୍ଟେଇପଲ୍ଲୀ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ମହାସମାରୋହରେ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଅଞ୍ଚଳର ତପନ ପୁରୋହିତ, ଶରତ ପତି, ହରିହର ତ୍ରିପାଠି, ଦୂର୍ଗା ଶତପଥି ପ୍ରମୁଖ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ I ଏହି ପୂଜା ଦେଖିବା ପାଇଁ ମେଢ଼ ଗୁଡ଼ିକ ନିକଟରେ ଭିଡ଼ ଜମିଥିଲା I

Related Post

ଯୁବ ବ୍ୟବସାୟିଙ୍କ ର ଅକାଳ ମୃତ୍ୟୁ

Posted by - April 22, 2020 282
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ସର୍ବପୁରାତନ ବଜାର ବରୀ ମାଉଣ୍ଡ ରେ ବ୍ୟବସାୟ କରୁଥିବା ଜଣେ ଯୁବ ବ୍ୟବସାୟୀ କଂ ହୃଦଘାତରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ…

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟର ଆୟୋଜନ

Posted by - January 27, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ର ସିଧା ପ୍ରସାରଣ…

କେସିଙ୍ଗାର ଟ୍ରାଫିକ ସମସ୍ଯାର ସମାଧାନ ପାଇଁ କେସିଙ୍ଗା ଏନ ଏ ସି କନଫରେନ୍ସ ଗୃହ ଠାରେ ବୈଠକ

Posted by - July 16, 2022 0
ସମସ୍ତ ସହରରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳିଥାଏ। କେସିଙ୍ଗା ସହରରେ ମଧ୍ଯ ଟ୍ରାଫିକ ସମସ୍ଯା ଦିନ କୁ ଦିନ ବଢିବାର ଲାଗିଛି। ଟ୍ରାଫିକ ସମସ୍ଯାର ସମାଧାନ କରିବା…

ଅସ୍ଥାୟୀ CLR କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଦାବି

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ସମ୍ବଲପୁର ଖଣ୍ଡ ତରଫରୁ ଅସ୍ଥାୟୀ CLR…

ଗୁଣ୍ଡିଚା ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Posted by - July 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଠିଡିକାଜୋର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁ ଏବେ ଚାରିଛକ ସ୍ଥିତ ଗୁଣ୍ଡିଚା ମଣ୍ଡପ ରେ ଅବସ୍ଥାନ…