Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ

15 0

ହରଭଙ୍ଗା :୧୭/୦୯(ପବିତ୍ର କନ୍ୟା ସଂକ୍ରାନ୍ତି ର ଅପରାହ୍ନ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ବହୁ ସଂଖ୍ୟାରେ ମା ଏଥିରେ ଯୋଗ ଦେଇ ଶିଶୁ ଙ୍କ ଶୈଖିକ ଓ ସଂସ୍କାର ପକ୍ଷ ଦିଗରେ ଆଲୋଚନା କରିଥିଲେ ।ଆଗାମୀ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ରଜତ ଜୟନ୍ତୀ ର ସଫଳ ରୂପାୟନ ନିମନ୍ତେ ସହଯୋଗ କରିବାର ମତାମତ ପ୍ରଦାନ କରିଥିଲେ ।

ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଡ୍ : ପ୍ରମୋଦ କୁମାର ମହାପାତ୍ର ମାତୃ ମଣ୍ଡଳୀକୁ ଉଦବୋଧନ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକଦମ୍ ମହାରଣା ସମ୍ମିଳନୀର ଲକ୍ଷ୍ୟ ଓ ଆଗାମୀ ଯୋଜନା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ ।ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟ କ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ।

Related Post

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଆସିଥିବା ମହିଳାଙ୍କୁ ମାଡ଼ ଡାକ୍ତର ଙ୍କ ମାଡ଼ ,ଉତ୍ତେଜନା ଲୋକ ଙ୍କ ରାସ୍ତା ରୋକ

Posted by - November 15, 2022 0
ଧର୍ମଗଡ : (ହେମନ୍ତ କୁମାର ମାଝୀ) ଧର୍ମଗଡ ଡାକ୍ତରଖାନାରେ ପୁଣି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଛି।ମହିଳା…

ବୌଦ୍ଧ ସର୍କିଟ ହାଉସରେ ପ୍ରଶାସନ ପକ୍ଷରୁ ମନ୍ତ୍ରୀକୁ ସ୍ୱାଗତ ସମ୍ୱର୍ଦ୍ଧନା

Posted by - June 15, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ସର୍କିଟ ହାଉସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ…

ସଡ଼କ ସୁରକ୍ଷା ଜୀବନ ରକ୍ଷା, ସମ୍ପର୍କିତ, ରକ୍ଷକ, ତାଲିମ ଶିବିର

Posted by - December 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବୌଦ୍ଧ ଜିଲ୍ଲାର ବା ମା ମାହେ ସ୍ଵ ରି ମହାବିଦ୍ୟାଳୟ ରେ ଏକ ଦିବସୀୟ ପ୍ରଥମ…

ସୁବର୍ଣ୍ଣପୁର ଶିକ୍ଷା ସେତୁ ସମୀକ୍ଷା ବୈଠକ

Posted by - August 21, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ…