Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ

21 0

ବେଲଗୁଣ୍ଠା:୧୭/୦୯(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ୍ କେନ୍ଦ୍ରର ସଭାପତି ଦେବେଶ ଚନ୍ଦ୍ର ମହପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ର୍ରମରେ ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ତାଲିମ ଛାତ୍ର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଦ୍ୱିତୀୟ ବର୍ଷ ଛାତ୍ରମାନଙ୍କ ମଧ୍ୟରୁ ଟ୍ରେଡ ଟପର ସଞ୍ଜୟ କୁମାର ସ୍ୱାଇଁଙ୍କୁ ସଂପାଦକ ଚିତ୍ତରଂଜନ ରଥ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ତତ୍ ସହିତ ପ୍ରଥମ ବର୍ଷର ଛାତ୍ରମାନଂକ ମଧ୍ୟରୁ ଟ୍ରେଡ ଟପର ଗଣେଶ ସ୍ୱାଇଁଙ୍କୁ ଏକାଡେ଼ମିକ୍ ଅଧିକାରୀ ରମେଶ ଚନ୍ଦ୍ର ମହପାତ୍ର ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ତାଲିମ ଅଧିକାରୀ ଯଥାକ୍ରମେ ସନ୍ତୋଷ କୁମାର ପାଢୀ ଏବଂ ସୁରେଶ କୁମାର ଗୌଡ଼, ସୁଶାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

Related Post

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଦାୟ କାଳୀନ ଉତ୍ସବ ପାଳିତ

Posted by - May 20, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜି ଶନିବାର ଦିନ ଇତିହାସ ବିଭାଗ ର ଶେଷ ବର୍ଷ ଛାତ୍ର…

ଚାହାରଭଟା ସ୍ଥିତ ଓମଭ୍ୟାଲି ସ୍କୁଲରେ ୨୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସମ୍ପୂର୍ଣ -ଏପ୍ରିଲ ୪ରୁ ରହିବେ ବିଦ୍ୟାର୍ଥୀ

Posted by - April 1, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ପ୍ରତିଷ୍ଠିତ ସ୍କୁଲ ମାନଙ୍କ ମଧ୍ୟରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ। ଏହି ସ୍କୁଲଟି ଗ୍ରୀନ ସ୍କୁଲ କନସେପ୍ଟରେ…

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

Posted by - April 7, 2023 0
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି।୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ବଣ୍ଟନ କରିଛି ଦଳ। ଏନେଇ…

ଚଳିତ ରଥଯାତ୍ରାକୁ ମୁନିଗୁଡା ବ୍ରାହ୍ମଣ ସମାଜ ତରଫରୁ ଅସହଯୋଗ ନିଷ୍ପତ୍ତି

Posted by - June 4, 2023 0
ମୁନିଗୁଡା:(ରାମାକାନ୍ତ ପୋଡାଳ ) ରାୟଗଡା ଜିଲ୍ଲାର ମୁନିଗୁଡା ଜଗନ୍ନାଥ ମନ୍ଦିରରେ ନୀତି କାନ୍ତିରେ ବିଭ୍ରାଟ ଓ ବ୍ରାହ୍ମଣ ସମାଜକୁ ପରିଚାଳନା କମିଟି ତରଫରୁ ଅଣଦେଖା କରିବା ପ୍ରତିବାଦରେ…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

Posted by - January 28, 2023 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ହୋଟେଲ୍ ରାଜ ଠାରେ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଜିଲ୍ଲା…