Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଶିକ୍ଷକ ଗଣଧାରଣାକୁ ସମର୍ଥନ କଲେ ରାୟଗଡା BSP ଜିଲ୍ଲା ସଭାପତି

177 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଏକ ସପ୍ତାହ ଧରି କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସିକ୍ଷୀୟତ୍ରୀ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆଭାନ କ୍ରମେ ଧାରଣାରେ ବସିଛନ୍ତି ।ସମଗ୍ର ରାଜ୍ୟରେ ସରକାରୀ କ୍ଷେତ୍ରରେ ଠିକା ସଂସ୍ଥା ଉଛେଦର ଏକ ବର୍ଷ ବିତିଗଲେ ମଧ୍ୟ ରାଜ୍ୟ ସରକାର ବାରମ୍ବାର ପ୍ରାଥମିକ ଶିକ୍ଷକଙ୍କୁ ଅନ୍ୟାୟ କରି ଚାଲିଛନ୍ତି ।ବର୍ତ୍ତମାନ ସୁଦ୍ଧା ଶିକ୍ଷକଙ୍କ କୌଣସି ଦାବୀକୁ ସରକାର ଗୁରୁତ୍ୱ ନ ଦେଇ ପୁଣି ଧାରଣା ଭାଙ୍ଗି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇ ଏକ ପ୍ରକାର ନାଲି ଆଖି ଦେଖାଇଛନ୍ତି ବୋଲି କନିଷ୍ଠ ଶିକ୍ଷକ ସଂଘ ସଭାପତି ତଥା NPC ଶିକ୍ଷକ ସଂଘର ସକ୍ରିୟ ସଦସ୍ୟ ଶ୍ରୀ ହୃଦାନନ୍ଦ ଦାସ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବହୁଜନ ସମାଜ ଦଳପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକେସିକା ,ବରିଷ୍ଠ ବହୁଜନ ସମାଜ ସେବୀ ସରୋଜ ନାଏକ, କାଶୀପୁର ବ୍ଲକ ବହୁଜନ ସମାଜ ସଭାପତି ବିଶ୍ବମ୍ବର ନାଏକ ଏବଂ ଅନ୍ୟମାନେ କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ଗଣ ଧାରଣାରେ ଯୋଗ ଦେଇଥିଲେ ।ଶିକ୍ଷକଙ୍କ ନ୍ୟାର୍ଯ୍ୟା ଦାବୀ ହକ ଅଧିକାରକୁ ସରକାର ଜାଣି ଶୁଣି ଅଣଦେଖା କରିଚାଲିଛନ୍ତି ।

ଏହା ଏକ ସରକାରଙ୍କ ମାରଣା ନୀତି ବୋଲି ଶ୍ରୀ ଯାକେସିକା ଓ ସରଜ ନାଏକ ସରକାରଙ୍କୁ ବର୍ଷିଛନ୍ତି ଶିକ୍ଷକଙ୍କ ତିନି ଦଫା ଦାବୀ ସମୂହକୁ ତୁରନ୍ତ ଗ୍ରହଣ କରିବାକୁ ମଞ୍ଚରୁ ପ୍ରକାଶ କରିଛନ୍ତି ନଚେତ ସମଗ୍ର ରାଜ୍ୟରେ ବହୁଜନ ସମାଜ ପକ୍ଷରୁ ସରକାରଙ୍କ ଶିକ୍ଷକ ମାରଣା ନୀତି ବିରୁଦ୍ଧରେ ରାଜ ରାସ୍ତାରେ ଅଲାଇବ ବୋଲି ଚେତାବନୀ ଦେଇଛନ୍ତି ।ଧାରଣାରେ କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରୁନ କୁମାର ନାଏକ ,ଦଶରଥ ନାଏକ, ଲିପ୍ତ କେଶରୀ ବେହେରା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

 

Related Post

ସରକାରଙ୍କ ଶିକ୍ଷକ ମାରଣା ନୀତି ବିରୁଦ୍ଧରେ ବର୍ଷିଲେ BSP ଜିଲ୍ଲା ସଭାପତି

Posted by - September 18, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଆଭାନ କ୍ରମେ ଆଜକୁ ଏକ ସପ୍ତାହ ଧରି କାଶୀପୁର ବ୍ଲକ ପ୍ରାଥମିକ…

ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଜେଡି ସମ୍ପାଦକ,ସହ ସହ କର୍ମୀଙ୍କୁ କଂଗ୍ରେସରେ ମିଶାଇଲେ

Posted by - January 17, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା ଅମ୍ବାଦଳା ପଞ୍ଚାୟତରେ ଗଜମନ କରକରିଆ ଙ୍କ ନେତୃତ୍ୱରେ ବହୁ ବିଜେଡି ବିଜୁ ଜନତା ଦଳ ଛାଡି କଂଗ୍ରେସ ରେ ମିସିଥିବା…

କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବି ଜେ ଡି କର୍ମୀ ସମ୍ମିଳନୀ

Posted by - August 8, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମ ସମ୍ମିଳନୀ ଜୋନ ନ୧(ଘଣ୍ଟାପଡା ) ମାଣ୍ଡିଆଯୋର ଡାକ ବଙ୍ଗଳା ଠାରେ…

ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡିବ୍ଲକ ଜୋନ୍୨ର ଅରୁଣ କୁମାର ମିଶ୍ରଙ୍କ ଘର ଘର ବୁଲି ଭୋଟ ପ୍ରଚାର

Posted by - February 10, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ) ନବରଂଗପୁରଜିଲ୍ଲା ନନ୍ଦାହାଣ୍ଡିବ୍ଲକ ଜୋନ୍୨ର ଅରୁଣ କୁମାର ମିଶ୍ର ଘର ଘର ବୁଲି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରଚାର କାର୍ଯ୍ୟକ୍ରମ…