Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସରକାରଙ୍କ ଶିକ୍ଷକ ମାରଣା ନୀତି ବିରୁଦ୍ଧରେ ବର୍ଷିଲେ BSP ଜିଲ୍ଲା ସଭାପତି

16 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଆଭାନ କ୍ରମେ ଆଜକୁ ଏକ ସପ୍ତାହ ଧରି କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସିକ୍ଷୀୟତ୍ରୀ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଅନ୍ୟ ପଟେ ରାଜ୍ୟରେ ହଜାର ହଜାର ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ ଲକ୍ଷ ଲକ୍ଷ କୋମଳମୋତି ଶିଶୁଙ୍କ ଭବିଷ୍ୟତକୁ ସହରକାର ଜାଣି ଶୁଣି ଅନ୍ଧାରରେ ଠେଲି ଦେବାକୁ ପ୍ରାୟୋଜିତ କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।ସମଗ୍ର ରାଜ୍ୟରେ ସରକାରୀ କ୍ଷେତ୍ରରେ ଠିକା ସଂସ୍ଥା ଉଛେଦର ଏକ ବର୍ଷ ବିତିଗଲେ ମଧ୍ୟ ରାଜ୍ୟ ସରକାର ବାରମ୍ବାର ପ୍ରାଥମିକ ଶିକ୍ଷକଙ୍କୁ ଅନ୍ୟାୟ କରି ଚାଲିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଶିକ୍ଷକଙ୍କ କୌଣସି ଦାବୀକୁ ସରକାର ଗୁରୁତ୍ୱ ନ ଦେଇ ପୁଣି ଧାରଣା ଭାଙ୍ଗି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇ ଏକ ପ୍ରକାର ନାଲି ଆଖି ଦେଖାଇଛନ୍ତି ବୋଲି କନିଷ୍ଠ ଶିକ୍ଷକ ସଂଘ ସଭାପତି ତଥା NPC ଶିକ୍ଷକ ସଂଘର ସକ୍ରିୟ ସଦସ୍ୟ ଶ୍ରୀ ହୃଦାନନ୍ଦ ଦାସ ଅଧିକାରୀ ପ୍ରକାଶ କରିଛନ୍ତି

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବହୁଜନ ସମାଜ ଦଳପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକେସିକା ,ବରିଷ୍ଠ ବହୁଜନ ସମାଜ ସେବୀ ସରୋଜ ନାଏକ, କାଶୀପୁର ବ୍ଲକ ବହୁଜନ ସମାଜ ସଭାପତି ବିଶ୍ବମ୍ବର ନାଏକ ଏବଂ ଅନ୍ୟମାନେ କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ଗଣ ଧାରଣାରେ ଯୋଗ ଦେଇଥିଲେ ।


ଶିକ୍ଷକଙ୍କ ନ୍ୟାର୍ଯ୍ୟା ଦାବୀ ହକ ଅଧିକାରକୁ ସରକାର ଜାଣି ଶୁଣି ଅଣଦେଖା କରିଚାଲିଛନ୍ତି । ସରକାରଙ୍କ ଜଣେ 5T ସଚିବ ସରକାରଙ୍କ ୪୦୦/୫୦୦ ସହକଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ରେ ଭ୍ରମଣ କରୁଛନ୍ତି ଏହି ଶିକ୍ଷକଙ୍କ ଦାବୀ କାହିଁକି ଶୁଣୁ ନାହାନ୍ତି ? ଏହା ଏକ ସରକାରଙ୍କ ମାରଣା ନୀତି ବୋଲି ଶ୍ରୀ ଯାକେସିକା ଓ ସରଜ ନାଏକ ସରକାରଙ୍କୁ ବର୍ଷିଛନ୍ତି ଶିକ୍ଷକଙ୍କ ତିନି ଦଫା ଦାବୀ ସମୂହକୁ ତୁରନ୍ତ ଗ୍ରହଣ କରିବାକୁ ମଞ୍ଚରୁ ପ୍ରକାଶ କରିଛନ୍ତି ନଚେତ ସମଗ୍ର ରାଜ୍ୟରେ ବହୁଜନ ସମାଜ ପକ୍ଷରୁ ସରକାରଙ୍କ ଶିକ୍ଷକ ମାରଣା ନୀତି ବିରୁଦ୍ଧରେ ରାଜ ରାସ୍ତାରେ ଅଲାଇବ ବୋଲି ଚେତାବନୀ ଦେଇଛନ୍ତି ।

 

Related Post

ସାଉଡି ପଞ୍ଚାୟତ ର ବିଜେପି ର ମିଶ୍ରଣ ପର୍ବ

Posted by - October 30, 2021 0
ବାଲିଆପାଳ :(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡି ଗ୍ରାମ ପଞ୍ଚାୟତରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। .ବିଜେଡି ଦଳର ମନମୁଖୀ ଶାସନ,…

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ବି ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାର୍ଡ

Posted by - April 17, 2019 74
ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ…

କଂଗ୍ରେସ ଇସ୍ତାହାର କମିଟିରୁ ବାଦ ପଡ଼ିଲେ ଶ୍ରୀକାନ୍ତ ଜେନା

Posted by - December 6, 2018 3
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି  ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି)…

ଯାଜପୁର ରେ ପଂଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା

Posted by - January 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ପଂଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା।  ଆଜି ଚତୁର୍ଥ ଦିନରେ ଉପଜିଲାପାଳ ଙ୍କ କାର୍ଯ୍ୟଳୟରେ ଜିଲା…