Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଓମ ଭ୍ୟାଲି ସ୍କୁଲ ଛାତ୍ର ଛାତ୍ରୀଙ୍କ ଶୈକ୍ଷୀକ୍ୟ କ୍ଷେତ୍ର ପରିଭ୍ରମଣ

366 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସହରର ପ୍ରତିଷ୍ଠିତ ଇଂରାଜି ବିଦ୍ୟାଳୟ ଭିତରେ ଓମ ଭ୍ୟାଲି ସ୍କୁଲ ଅନ୍ୟତମ। ଏହି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସଦାବେଳେ ନୂତନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଅଧ୍ୟାପିକା ନିଶି ବେରିଙ୍କ ତତ୍ତ୍ଵାବଧାନରେ ବେଲଗାଁ ରାସ୍ତାରେ ଥିବା ଚୋରମରା ସ୍ଥିତ ମହାବୀର କାଗଜ କଳ ପରିଦର୍ଶନ କରିଛନ୍ତି।

ଶୈକ୍ଷୀକ କ୍ଷେତ୍ର ପରିଭ୍ରମଣ ଅନ୍ତର୍ଗତ କାଗଜ କିପରି ପ୍ରସ୍ତୁତ କରାଯାଏ ଏବଂ ଆବଶ୍ୟକ ଉପକରଣ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ। କାରଖାନାର ଅଧିକାରିଙ୍କୁ ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ବୁଝି ଉତ୍ତର ପାଇଥିଲେ।

ଏହି ପରିଦର୍ଶନ ସମୟରେ ସ୍କୁଲର ଶିକ୍ଷକ ଜୟଶଙ୍କର ବେହେରା, ରବି ବେହେରା, ଅନୁପ ଚୌହାନ, ସତିଶ ଛୁରା, ପି :ଶିବ କୁମାର, ଶିକ୍ଷୟତ୍ରୀ ବବିତା ମିଶ୍ର, ଅନୁଶ୍ରୀ ଅଗ୍ରୱାଲ, କଳ୍ପନା ପୁରୋହିତ, ସ୍ନେହଲତା ସଡଙ୍ଗୀ, ପ୍ରିୟା ସିଂ, ମାନିନୀ ବିଶି, ଯଜ୍ଞ ମହଲା, ମନୀସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଗ୍ରହୀ ବିଦ୍ୟାର୍ଥୀଙ୍କ ପାଇଁ କ୍ଷେତ୍ର ପରିଭ୍ରମଣଟି ବେଶ ଉପଯୋଗୀ ଓ ଜ୍ଞାନ ବର୍ଦ୍ଧକ ହୋଇଥିଲା।

Related Post

ଆଦୀବାସ ଉନ୍ନୟନ କ୍ଯାବିନେଟ ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁନିଗୁଡା ବ୍ଲକ ଗସ୍ତ

Posted by - August 27, 2022 0
ମୁନିଗୁଡା : (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ…

ଡ଼୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ଟାଟା ମାକ୍ସିମା; ଡ଼୍ରାଇଭର ଆହତ

Posted by - December 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର…

କାଶୀପୁର ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

Posted by - August 15, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ସାରା ଦେଶରେ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ଠାରେ…