Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ୧୩୦ସି ରାସ୍ତା କାମ ନଶରୁ ଶରୁ ମରାମତି ଆରମ୍ଭ

60 0

ଧର୍ମଗଡ଼:୧୬/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ୧୩୦ ସି ରାସ୍ତା ତିଆରି ନଶରୁ ଶରୁ ମରାମତି ଆରମ୍ଭ ହେଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ର ସରକାର ଗୋଟିଏ ସହର ରୁ ଆଉ ଗୋଟିଏ ସହର ସଂଯୋଗ କରିବା ପାଇଁ ପାଣି ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ ଠିକାଦାରର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କମ୍ ଦିନ ମଧ୍ୟରେ ଖରାପ୍ ହେବାରେ ଲାଗିଛି।

ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଏନ୍ ଏଚ ୧୩୦ ସି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ରାସ୍ତା ଏହି ରାସ୍ତା ଛତିଶଗଡ଼ ରାୟପୁର କୁ ସଂଯୋଗ କରୁଥିବା ବେଳେ ରାୟପୁର ଓ କଳାହାଣ୍ଡି ବ୍ୟବସାୟ କ୍ଷେତ୍ର ହେଉଥିବା ବେଳେ ଦୈନିକ ମାଳି ବୋଝେଇ ଯାନ ଯାତାୟାତ କରିଥାଏ। ଏହି ରାସ୍ତା କାମ ନିମ୍ନ ମାନର ହେଉଥିବା ବେଳେ ପ୍ରଥମେ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ଦେଲାପରେ ରାସ୍ତା ଭାଙ୍ଗି ଯିବା ଫଳରେ ପୁଣି କଂକ୍ରିଟ ରାସ୍ତା ମରାମତି କରାଯାଉଛି।

ହେଲେ ଏଠି ରାସ୍ତା କାମ ପାଇଁ ଟେଣ୍ଡର ବାହାରି ସମୟରେ ଠିକାଦାର ସଂସ୍ଥା ପାଖରେ ରାସ୍ତା ତିଆରି କାମ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନଥିଲେ ଉକ୍ତ ରାସ୍ତା କାମ ରେ ଟେଣ୍ଡର ରେ ଭାଗ ନେଇ ପାରିବେ ନାହିଁ। କିନ୍ତୁ ସମସ୍ତ ପ୍ରକାର ଯନ୍ତ୍ର ପାତିଥାଇ ରାସ୍ତା କହିକି ଏତେ ନିମ୍ନ ମାନର ହୋଇ ମରାମତି କମ୍ ଦିନ ରେ ମାରାମତି ହେଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ରାସ୍ତା ରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ଆମେ ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇ ପାରିଲା ନାହିଁ।

Related Post

ଇତିହାସ ହୋଇଗଲା ୨୫ ବର୍ଷର ବସଷ୍ଟାଣ୍ଡ,ପ୍ରଶାସନିକ ଚକ୍ରାନ୍ତ ର ଫଳ ଭୋଗୁଛନ୍ତି ସାଧାରଣ ଜନତା

Posted by - December 28, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ମୁଖ୍ୟ ବସଷ୍ଟାଣ୍ଡ ପ୍ରଶାସନିକ ଚକ୍ରାନ୍ତ ଯୋଗୁଁ ମାଟିରେ ମିଶି ଇତିହାସ ହୋଇଯାଇଥିବା…

ଯାଜପୁର ରେ ଦୂତୀୟ ଆକ୍ରାନ୍ତ ଚିହ୍ନଟ ପରେ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

Posted by - April 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଜାଫରପୁର ପଂଚାୟତ ର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ଙ୍କ…

ବିଜେପି ର ନିର୍ବାନଚୀ ରାଲି ଉପରେ ଆକ୍ରମଣ

Posted by - April 13, 2019 0
ଭୁବନେଶ୍ବର:୧୨/୦୪ ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି।ଏଥି ସହିତ ସେମାନଙ୍କ…

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - November 6, 2022 0
ସମ୍ବଲପୁର :୦୫/୧୦ (ରମାକାନ୍ତ ବିଶ୍ବାଳ)ଶନିବାର ସମ୍ବଲପୁର ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ଯରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବ…