Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସ୍କୁଲ ପରିସରରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର ବିଷଧର ଗୋଖର ନାଗସାପ,ବଡ଼ ଅଘଟଣରୁ ବଞ୍ଚିଲେ ଛାତ୍ର ଛାତ୍ରୀ

12 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଂଚାୟତର ଗୁଡ଼ପଡା ଗ୍ରାମର , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ , ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟଲୟରୁ ଉଦ୍ଧାର କରି ଗ୍ରାମ ବାସୀ ଏକ ୫ ପୁଟର ବିଷଧର ନାଗ ସାପ , ଗ୍ରାମରେ ରାସ୍ତା କାମ ଚାଲୁଥବା ସମୟରେ ପଣିପାଇଁ ଗ୍ରାମବାସୀ ସ୍କୁଲ ପରିସର ଭିରକୁ ପଶି ଥିଲେ ।

ସେହି ସମୟରେ ସ୍କୁଲ ଭିତରୁ ଏହି ସାପଟି ବାହାରୁ ଥିବାରୁ ଗ୍ରାମ ବାସୀ ଦେଖି ଥିଲେ ଓ ଏହାକୁ ଦେଖି ତାଙ୍କ ପାଖରେ ଥିବା ବେଲଚା ମାଧ୍ୟମରେ ପ୍ରଥମେ ସାପ ଟୀକୁ ଚାପି ଧରି , ଡ଼ବାରେ ଭର୍ତି କରି ଉଦ୍ଧାର କରିଥିଲେ । ଶନିବାର ଦିନ ହୋଇଥିବାରୁ କିଛି ସମୟ ଆଗରୁ ସ୍କୁଲ ଛୁଟି ହୋଇଥିବାରୁ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଥିଲେ ।

ସେଥି ପାଇଁ କୋଣ ସି ଅଘଟଣ ହେବାରୁ ଆଜି ଛତ୍ରଚତ୍ରୀ ବଡ଼ ଆଘଟଣ ହେବା ଆଗରୁ , ବର୍ତ୍ତି ଯାଇଛନ୍ତି । ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟ ସବୁସମୟରେ ଅଳିଆ ଆବର୍ଜନାରେ ପୁରୀ ରହୁଛି । ସେଥି ପାଇଁ ଏଠାରେ ବିଷଧର ସାପ ବାହାରୁ ଛନ୍ତି । କିନ୍ତୁ ଏବିଷୟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ସେଥି ପାଇଁ ଏହାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇ ଛନ୍ତି ଗ୍ରାମ ବାସୀ ।

Related Post

ଯାଜପୁର ସଦର ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ଯାତ୍ରୀ ବିଶ୍ରାମ ଚେୟାର ପଡିଲା

Posted by - November 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ଦ୍ୱାରା ଦୀର୍ଘ ୨ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ…

ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ ଏବଂ ବୃକ୍ଷରୋପଣ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଶନିବାର ବିଶ୍ବ ପରିବେଶ ଦିବସ ପାଳନଅବସରରେ ପ୍ରମୁଖ ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ବେସରକାରୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ,ପୁନେ ମହାରାଷ୍ଟ୍ରର ଓଡିଶା ଶାଖା…

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ମିଳିତ ବୈଠକ

Posted by - August 27, 2020 0
ବିଞ୍ଝାରପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ଆଜି ବ୍ରାଞ୍ଚ ମ୍ୟାନେଜର ଗୋପବନ୍ଧୁ ନନ୍ଦୀ ଙ୍କ ନିର୍ଦ୍ଦେଶ ରେ ବ୍ରାଞ୍ଚ ର ସମସ୍ତ…

୮୯ତମ ଦିନରେ ନାଟକ ମଙ୍ଗୁଲୁ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 18, 2020 0
ଯାଜପୁର ଅଫିସ :୮୯ତମ ଦିନରେ ନାଟକ ମଙ୍ଗୁଲୁ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ। ମହାମାରୀ କରୋନାର ବିନାଶ ପାଇଁ ମାର୍ଚ୍ଚ ୨୨ତାରିଖରୁ ସରକାରୀ ସ୍ତରରେ ତାଲା ବନ୍ଦ…