ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ଦାବି ରେ ୨୦ ଦିନ ରେ ପହଞ୍ଚିଲା। ସମର୍ଥନ ରେ ବରିଷ୍ଠ ସଂଘ

129 0

ଧର୍ମଗଡ଼:୧୬/୯(ହେମନ୍ତ କୁମାର ମାଝୀ) ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବି ତେଜିଵାରେ ଲାଗିଛି। ଉପଖଣ୍ଡ କୁ ଜିଲ୍ଲା ଘୋଷଣା ନେଇ ବରିଷ୍ଠ ନାଗରିକ ସଂଘ ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ସଂଘର ବିଘ୍ନ ରାଜ ପାଟଯୋଷୀ ଗୁଣନିଧି ମାଝୀ ସୁନିଳ କୁମାର ପାତ୍ର କେଦାର ନାଥ ପୁଝାରୀ ଲଵରାମ ସରାଫ କବିରାଜ ଦୁର୍ଗା ଜଗବନ୍ଧୁ ମିଶ୍ର ଶଙ୍କର ଅଗ୍ରୱାଲ ପଞ୍ଚାନନ ଜାଲ ଧରଣୀଧର ଧଙ୍ଗଡା ମାଝୀ ଚିତ୍ତରଞ୍ଜନ ପଣ୍ଡା ଧନୁରଧର ଦାସ ଫୁଲେଶ୍ଵର ସେନାପତି ପ୍ରମୁଖ ସଦସ୍ୟ ମାନେ ଧର୍ମଗତ ସହାୟକ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଗଣଧାରଣା ରେ ବସି ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ପ୍ରସଙ୍ଗ କୁ ଦେହଲାଇଥିଲେ। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା କୁ ଦାବି କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ଲେହରା ସମାଜ ପକ୍ଷରୁ ଜିଲ୍ଲା ଦାବି ନେଇ ଚନ୍ଦ୍ର ପରାଭୋଏ ଜିଲ୍ଲା ସଭାପତି କଳମପୁ ବିରଞ୍ଚି ଭୋଇ ସମ୍ପାଦକ ଜୟପାଟଣା ଆମଯେର ଯେଗିନ୍ଦ୍ର ମୁଣ୍ଡା ଜୁନାଗଡ଼ ସଭାପତି ଲୋକ ପରାଭୋଏ କୋକସରା ଜୟ ରାମ ପରାଭୋଏ କଳମପୁର ନିରନ ପରାଭୋଏ ଜୟପାଟଣା କାମ ପରାଭୋଏ ହରିଶଙ୍କର ପରାଭୋଏ ରାମ ଦାସ ପରାଭୋଏ ଶରତ ପରାଭୋଏ ଜୁନାଗଡ଼ ମନୋଜ ପରାଭୋଏ ଧାରଣା ରେ ବସି ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କରିଥିଲେ

ଏହି ଅବସରରେ କ୍ରିୟାନୁଷ୍ଠାନ କମିଟି ସଂଯୋଜକ ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପାଟଯୋଷୀ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀ କାନ୍ତ ବାଗ ସନ୍ତୋଷ କୁମାର ପାଢ଼ୀ ଦିଗାମ୍ବର ଦୁରିଆ ଜନ୍ମେଜୟ ନାଏକ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଧର୍ମଗତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ୨୦ ଦିନ ରେ ପହଞ୍ଚିଲା।

Related Post

JSW -BPSL ପ୍ରେସମିଟ

Posted by - July 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ବାଧୀନତାର ୭୫ବର୍ଷ ପାଳନ ଉପଲକ୍ଷେ JSW -BPSL ପକ୍ଷରୁ ଆସନ୍ତା ୧୦ ତାରିଖରେ ସମ୍ବଲପୁର ସହରରେ ଏକ walk – A- Thon…

ସପ୍ତାହିକ ବଜାରରେ ବାଇକ ଷ୍ଟାଣ୍ଡ ଉଦଘାଟନ

Posted by - April 30, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚାୟତର ଭାଲୁମୁଣ୍ଡା ଶନିବାର ପ୍ରତି ସପ୍ତାହର ଆଜି ସାପ୍ତାହିକ ବଜାରରେ ସାଇକେଲ, ମୋଟର ସାଇକେଲ…

ବିଷମ କଟକ ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ଖେଳ ପ୍ରତିଯୋଗିତା ଆୟୋଜିତ

Posted by - October 15, 2022 0
ମୁନିଗୁଡ଼ା : (ରମାକାନ୍ତ ପଡାଲ)  ବିଷମ କଟକ ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ଆୟୋଜିତ ଏକ ମିନିଟ ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚାଟିକୋଣାର ଆଦିତ୍ୟ…

ଆମ୍ବଗାଁ ହାଇସ୍କୁଲରେ ଅନ୍ତରାଷ୍ଟ୍ରିୟ ମିଲେଟ କୁଇଜ ପ୍ରତିଯୋଗିତା

Posted by - May 4, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ଜନତା ସରକାରୀ ହାଇସ୍କୁଲରେ ଅନ୍ତଃରାଷ୍ଟ୍ରିୟ ମିଲେଟ୨୦୨୩ ବର୍ଷ ଉପଲକ୍ଷେ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ…