Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟ୍ରେନରେ ମହିଳାଙ୍କୁ ଦୁର୍ବ୍ୟବହାର – ସ୍ବାମୀ ନିଜର ଓ ସ୍ତ୍ରୀ କୁ ବଞ୍ଚାଇବା ପାଇଁ ଦୁଇ ଯୁବକଙ୍କୁ କଲେ ବ୍ଲେଡରେ ଆକ୍ରମଣ

36 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟ୍ରେନରେ ଲୋକ ନିଜକୁ ସୁରକ୍ଷିତ ଭାବି ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ରେଳ ସେବା ଏକ ସୁରକ୍ଷିତ ସେବା ବୋଲି ବହୁତ ଲୋକ ଏହି ରେଳରେ ଯାତ୍ରା କରିଥାନ୍ତି। କିନ୍ତୁ ଯଦି ଭାଗ୍ୟ ଖରାପ ଥାଏ ତାହେଲେ କିଛି ଅସାଧୁ ଯୁବକଙ୍କ ଦୌର।ତ୍ମ୍ୟ ଯୋଗୁଁ ମହିଳା ଯାତ୍ରୀ ଦୁର୍ବ୍ୟବହାର ଶିକାର ହେଉଛନ୍ତି, ତାହାର ଏକ ଝଲକ ଆଜି ଟିଟିଲାଗଡ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା।

ଦୁଇ ଜଣ ଲୋକ ସୁରାଟରୁ ଫେରୁଥିବା ଏକ ଦମ୍ପତିଙ୍କୁ ଦୁର୍ବ୍ୟବହାର କରିବା ପରେ ସ୍ଵାମୀ ରାଗି ଥିଲେ, ସ୍ତ୍ରୀ ବୁଝାଇ ଛାଡ ଆମେ ଆମ ଘରକୁ ପଳେଇବା କିଛି କୁହନି ବୋଲି କହି ବୁଝାଇଥିଲେ, କିଛି ସମୟ ପରେ ଆହୁରି ଖରାପ ଭାଷା କହି ଗାଳି ଦେବାରୁ ଚୁପ ଥିବା ସ୍ବାମୀ ଦୁଇ ଯୁବକଙ୍କୁ ବାରଣ କରିବା ସତ୍ତ୍ୱେ ସେମାନେ ଝଗଡ଼ା କରିବା ଆରମ୍ଭ କରିଥିଲେ।

ଝଗଡା ପରେ ସେମାନେ ଧରିଥିବା ବ୍ଲେଡରେ ଦମ୍ପତିଙ୍କୁ ଆକ୍ରମଣ କରିବା ବେଳେ ସ୍ବାମୀ ନିଜକୁ ରକ୍ଷା କରିବା ନିମନ୍ତେ ପାଲଟା ଆକ୍ରମଣ କରି ଦୁଇ ଯୁବକଙ୍କ ଗଳ।କାଟିବା ଘଟଣା ଏବେ ଟିଟିଲାଗଡ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଘଟଣା ବିଷୟରେ ଖବର ପାଇ ରେଳବାଇ ପୋଲିସ ସମସ୍ତଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଛନ୍ତି। ଘଟଣାର ତଦନ୍ତ ପରେ ସତ୍ୟତା ପଦାକୁ ଆସିବ, ସେ ଯାହା ବି ହେଉ ନାରୀକୁ ସମ୍ମାନ ନ ଦେଇ ଦୁର୍ବ୍ୟବହାର କରିବା ଯୋଗୁଁ ସ୍ଵାମୀ ଏଭଳି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳୁଛି।

Related Post

ମୋବାଇଲରୁ ମୋବାଇଲକୁ ବୁଲୁଛି ଦଶମ ଶ୍ରେଣି ଗଣିତ ପ୍ରଶ୍ନ ପତ୍ର

Posted by - March 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମୋବାଇଲରୁ ମୋବାଇଲକୁ ବୁଲୁଛି ଦଶମ ଶ୍ରେଣି ଗଣିତ ପ୍ରଶ୍ନ ପତ୍ର । ଆଜି ଶେଷ ଦିନ ପରିକ୍ଷା ଥିବାବେଳେ ପରୀକ୍ଷା ପୁର୍ବରୁ ପ୍ରଶ୍ନ ପତ୍ର…

ମହରାପଦର୍ ଗାଁ ନିକଟରୁ କୁଟୁରା ଛୁଆ ଉଦ୍ଧାର କଲା ବନବିଭାଗ

Posted by - December 16, 2022 0
ଖପ୍ରାଖୋଲ ୧୪/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର୍ ଗାଁ ନିକଟରୁ ବନବିଭାଗ ଏକ କୁଟୁରା ଛୁଆ ବୁଧବାର ଉଦ୍ଧାର କରିଛି। ସୂଚନା ଅନୁସାରେ…

ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ ଏପଟେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - October 7, 2020 0
ଭୁବନେଶ୍ବର: ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି ।ଏହି…

ରଥଯାତ୍ରା ପାଇଁ କଣ କଣ ସର୍ତ ରଖିଲେ ସୁପ୍ରିମକୋର୍ଟ ଜାଣନ୍ତୁ

Posted by - June 22, 2020 400
ପୁରୀ:ସୁପ୍ରିମ୍‌ କୋର୍ଟ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଏଥିସହ ନିଜର…

ଡ୍ରାଇଭର ମହାସଂଘ ଦ୍ଵିତୀୟ ଦିନ ରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

Posted by - March 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡ଼ିଶା ଡ୍ରାଇଭର ମହାସଂଘ ର ଡାକରା କ୍ରମେ ଆଜି ସୋନପୁର ଡ୍ରାଇଭର ମହାସଂଘ ପକ୍ଷରୁ 10 ଦଫା ଦାବି ପୂରଣ ନେଇ ଦ୍ଵିତୀୟ ଦିନରେ…