Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କlକାଙ୍କ ହତ୍ୟା ଘଟଣାରମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

15 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗ୍ରାମର ବୃଦ୍ଧଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି lଗତ ୮  ତାରିଖ ଦିନ ଖାଇଚୁଆ ଗ୍ରାମର ଯୋଗେନ୍ଦ୍ର ବାଗ ନାମକ ଜୈନିକ ୬୦  ବାର୍ଷିୟ ବୃଦ୍ଧଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିଲା l

ଏହି ଘଟଣାରେ ଚକାମନ ବାଗ ୨୭ ଏବଂ ଗୌତମ ତାଣ୍ଡି ୪୭  ଦୁଇ ଜଣ ମିଶି ଠେଙ୍ଗା ସାହାଯ୍ୟରେ ବୃଦ୍ଧ ଙ୍କ ମୁଣ୍ଡ ପଛ ପଟେ ବାଡେଇ ହତ୍ୟା କରିଥିବା ପୋଲିସ ଅନୁସନ୍ଧlନରୁ ଜାଣି ପାରିଥିଲା l ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଚକାମନ ବାଗ ଫେରାର ହୋଇଥିଲା । ପୋଲିସ ଅଭିଯୁକ୍ତ ଗୌତମ ତାଣ୍ଡି ଙ୍କୁ ପ୍ରଥମେ ଗିରଫ କୋର୍ଟ ଚାଲାଣ କରିଥିଲା l

ମୁଖ୍ୟ ଅଭିଯୁକ୍ତ ଚକାମନ ବାଗକୁ ବୁଧବାର ଗିରଫ କରି ଗୁରୁବାର କୋଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସ ଡି ପିଓ ସୂଚନା ଦେଇଛନ୍ତି l ପୂର୍ବ ଜମିବାଡ଼ି ବିବାଦ ଏବଂ ପୂର୍ବରୁ ଏକ ହତ୍ୟାକାଣ୍ଡ ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି ଏସଡିପିଓ ଶ୍ରୀ ବର୍ମା ସୂଚନା ଦେଇଛନ୍ତି lଏହି ସମ୍ମିଳନୀ ସମୟରେ କେସିଙ୍ଗା ଡି ଏସପି ଏବଂ ନର୍ଲା ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ l

Related Post

ସମୁଦି ର ଟାଙ୍ଗିଆ ଚୋଟ ରେ ସମୁଦି ଗୁରୁତର,ପାରିବାରିକ କଲହ ହିଁ ମୁଖ୍ୟ କାରଣ

Posted by - July 7, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା କଣ୍ଟିଆପଦର ଗ୍ରାମରେ ଦୁଇ ସମୁଦି ଭିତରେ ଗଣ୍ଡଗୋଳ ହୋଇ ଜଣେ ସମୁଦି ର ଟାଙ୍ଗିଆ ଚୋଟ ରେ…

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ

Posted by - February 22, 2020 5
ଯାଜପୁର:୨୧/୦୨(ଆନନ୍ଦ ଚନ୍ଦ୍ର ସାହୁ)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁରଠାରେ ଘଟିଛି ଏହି ଦୁର୍ଘଟଣା।…

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - April 17, 2020 280
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ମନମୁଣ୍ଡାରେ “ସ୍ଵଚ୍ଛତା ହିଁ ସେବା” କାର୍ଯକ୍ରମ ଅନୁଷ୍ଠିତ

Posted by - September 24, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସଭା କକ୍ଷରେ ସରପଞ୍ଚ ରଞ୍ଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ “ସ୍ଵଚ୍ଛତା…

ପୁରାତନ ଛାତ୍ର/ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

Posted by - December 11, 2019 75
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)Oଯାଜପୁର ସହରର ବିରଜା ହାଇସ୍କୁଲର ୧୯୯୦ ମସିହା ଛାତ୍ର/ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଉକ୍ତ ସ୍କୁଲର…